Browsing Tag

News

ଜମ୍ମୁକାଶ୍ମୀରେ ଲୁଚିଛନ୍ତି ଆତଙ୍କୀ

ଶ୍ରୀନଗର, ରାଜପୋରା ଓ ସେପୋଁରରେ ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଘଂଚ ଜଙ୍ଗଲ, ଗାଁ ଭିତରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଉଛି । ଉଭୟ ପଟୁ ଗୁଳି ବିନିମୟରେ ୩ଜଣ ସେନା ଯବାନ ଆହତ…

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି…

ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେବେ । ପୁରୀ ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ କାର୍ଯ୍ୟକ୍ରମରେ ନୌସେନାର 'ଅପରେସନ ଡେମୋନଷ୍ଟ୍ରେସନ' ପ୍ରଦର୍ଶିତ ହେବ । ଏଥିପାଇଁ ନୌସେନା ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ଏହି 'ଅପରେସନ…

ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ଶୋ

ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର। ରାଞ୍ଚିରେ କରିବେ ୫ କିଲୋମିଟରର ମେଗା ରୋଡ ଶୋ। ସେହିପରି ବୋକାରୋ ଓ ଗୁମାଲରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦି। ବୋକାରୋରେ ଦିନ ଗୋଟାଏ ଏବଂ ଗୁମାଲରେ ୩ଟାରେ ଜନସଭାକୁ ସମ୍ବୋଧିତ କରିବେ। ରାଞ୍ଚିରେ ହେବାକୁ ଥିବା…

ଲେବାନନ ଉପରେ ପୁଣି ଇସ୍ରାଏଲର ଆକ୍ରମଣ

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅନେକ ଶିଶୁଙ୍କ ସମେତ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନୀୟ ଅଧିକାରୀ କହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଉପକୂଳବର୍ତ୍ତୀ ସୋର ସହରରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଇସ୍ରାଏଲ…

ପଦ୍ମ ସମ୍ମାନରେ ସମ୍ମାନିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା

ପଦ୍ମ ସମ୍ମାନରେ ସମ୍ମାନିତଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା । ଏ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ବିଜେତା ପାଇବେ ଏ ସହାୟତା । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ । ନିଷ୍ପତ୍ତିକୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତ ଘରେ ଆୟକର ବିଭାଗର ଚଢଉ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ଶ୍ରୀବାସ୍ତଙ୍କ ଘରେ ଆୟକର ବିଭାଗର ଚଢଉ । ଆୟକର ବିଭାଗର ଟିମ୍ ସୁନୀଲଙ୍କ ବାସଭବନ ସହ ରାଞ୍ଚି ଓ ଜାମସେଦପୁରରେ ୯ଟି ସ୍ଥାନରେ  ଚଢଉ କରୁଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଉଛନ୍ତି ସୁନୀଲ ଶ୍ରୀବାସ୍ତବ ।

ଏନକାଉଣ୍ଡରରେ 2 ନକ୍ସଲଙ୍କ ନିପାତ କରିଛି ବିଜାପୁର ପୋଲିସ

ଛତିଶଗଡ଼ ବିଜାପୁରରେ ଏନକାଉଣ୍ଡରରେ 2 ନକ୍ସଲଙ୍କ ନିପାତ କରିଛି ବିଜାପୁର ପୋଲିସ । ବସ୍ତର ଆଇଡି ପି.ସୁନ୍ଦରରାଜଙ୍କ ସୂଚନା ଅନୁସାରେ ଅସୁର-ବାସାଗୁଡ଼ା-ପାମେଡ ସେକ୍ଟରରେ ନକ୍ସଲ ବିରୋଧୀ କମ୍ବିଂ ଅପରେସନ ଜାରି ରହିଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ଗୁପ୍ତ ସୂଚନା…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ । ଲଘୁଚାପରେ ପରିଣତ ହେବା…

ନଭେମ୍ବର ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି

ନଭେମ୍ବର ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପଞ୍ଚୁକ ନୀତି। ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ । କାର୍ତ୍ତିକ ମାସ ଆରମ୍ଭରୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ୧୨ ତାରିଖରେ ହେବ ଲକ୍ଷ୍ମୀନାରାୟଣ ବେଶ। ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ…