Browsing Tag

News

ଇସ୍ରାଏଲ ଉପରେ ହିଜବୁଲ୍ଲାର ୧୬୫ରୁ ଅଧିକ ରକେଟ୍ ମାଡ଼

ହିଜବୁଲ୍ଲା ଇସ୍ରାଏଲ ଉପରେ ବଡ ଆକ୍ରମଣ କରିଛି । ୧୬୫ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା ହିଜବୁଲ୍ଲା, ଯେଉଁଥିରେ ଜଣେ ଶିଶୁ ଙ୍କ ସମେତ ୭ ଜଣ ଆହତ ହୋଇଥିଲେ, ଗୋଟେପଟେ ଇସ୍ରାଏଲ ର ଆଟାକ ତ ଆରପଟେ ହିଜବୁଲ୍ଲାର କାଉଣ୍ଟର ଆଟାକ । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ରିପୋର୍ଟ କରିଛି ଯେ…

ପଞ୍ଚୁକ ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ଵର ପୀଠ

ପଞ୍ଚୁକ ପାଇଁ ଚଳଚଞ୍ଚଳ ଧବଳେଶ୍ଵର ପୀଠ । ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ରାତି ୩ଟାରେ ଦ୍ଵାର ଫିଟା ହୋଇ ୧୦୮ ଗରା ଜଳରେ ବାବାଙ୍କ ମହାସ୍ନାନ କରାଯାଇଥିଲା । ପରେ ମଇଲମ, ମଙ୍ଗଳ ଆଳତୀ ପରେ ବାବାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ୬୦ ଟି ସିସିଟିଭି…

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରବାସୀ ଭାରତୀୟ ସମ୍ମିଳନୀର ୱେବସାଇଟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜାନୁୟାରୀ ମାସରେ ଭୁବନେଶ୍ୱରରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏନେଇ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର…

ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ

ଭିଡିଓ ଜାରି କରି ରାମ ମନ୍ଦିରକୁ ଉଡ଼ାଇ ଦେବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ । କାନାଡ଼ାରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏପରି ଧମକ୍ ଦେଇଛି । ଭିଡିଓରେ ପନ୍ନୁ କାନାଡାର ହିନ୍ଦୁ ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କୁ ମଧ୍ୟ ଧମକ ଦେଇଛି । ଶିଖ୍ ଫର ଜଷ୍ଟିସ୍ ନାମକ ଆତଙ୍କବାଦୀ…

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆଜିଠାରୁ ଆରମ୍ଭ

ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମଙ୍ଗଳବାରଠାରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍‌ ପରିସରରେ ଆରମ୍ଭ ହେବ। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବ୍ଲକ ଓ ଜିଲାସ୍ତରୀୟ ପ୍ରତିଯୋଗିତାରେ କୃତୀ ୨ହଜାର…

ଜାଣନ୍ତୁ କେଉଁ ରାଶିକୁ ବାଣିଜ୍ୟ କ୍ଷେତ୍ରରେ ସୁଫଳ ମିଳିବ ?

ମେଷ : ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ, କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଗୃହ ସମସ୍ୟା, ଭୂମି, ଗାଡ଼ିମୋଟର ସମ୍ପର୍କିତ ପ୍ରତିବନ୍ଧକ ଲାଗି ରହିବ। ଧାର କରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସାହିତ୍ୟ, କ୍ରୀଡ଼ା…

ମିଥୁନଙ୍କୁ ଧମକ ଦେଲା କିଏ ?

ଅଭିନେତାରୁ ରାଜନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି  । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଧମକ ଦେଇଛି ।  ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି । ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ…

ରାଜଧାନୀ ଦିଲ୍ଲୀରେ ବାୟୁ ସହ ଜଳ ବି ହେଉଛି ପ୍ରଦୂଷିତ

ରାଜଧାନୀରେ ଅତ୍ୟନ୍ତ ଖରାପ ସ୍ଥିତିରେ ପ୍ରଦୂଷଣ । କିଛି ଦିନ ହେବ ଦିଲ୍ଲୀ କାଳନ୍ଦୀକୁଞ୍ଜ ନିକଟରେ ଯୁମନା ନଦୀରେ ଭାସୁଛି ବିଷାକ୍ତ ଫେଣ । ସ୍ଥିତି ଏମିତି ଯେ ପଶୁ ପକ୍ଷୀ ବି ତାକୁ ବ୍ୟବହାର କରିପାରିବେ ନାହିଁ । ସେହିପରି ବାୟୁର ପ୍ରଦୂଷଣ ବି ସାଙ୍ଘିତିକ ସ୍ଥିତିରେ । ସକାଳୁ ସକାଳୁ…

ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ

ଦୁଇ ଦିନିଆ ଭାରତ ଗସ୍ତରେ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋଭ । ଭାରତ ଏବଂ ଋଷର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ୍ କରିବାକୁ ବିଭିନ୍ନ ବୈଠକରେ ଯୋଗ ଦେବେ । ଆଜି ମୁମ୍ବାଇରେ ଋଷିଆ - ଭାରତ ବ୍ୟବସାୟିକ ବୈଠକରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଋଷର…

ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବହିସ୍କାର

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ଜନତାଙ୍କ ସ୍ବାର୍ଥ ପାଇଁ ପଦରୁ ହଟାଯାଇଥିବା ମହିଳା ଶିଶୁ ବିକାଶ ବିଭାଗର ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏଥିସହ ମହିଳା କମିଶନଙ୍କ ନାମଫଳକକୁ କାଢି ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୯ ଅକ୍ଟୋବରରେ ମହିଳା…