Browsing Tag

News

ଆର୍‌ଏସ୍‌ଏସ୍‌ର ଶିକ୍ଷା ଦେଶକୁ ଧ୍ୱଂସ କରିଦେବ କହିଲେ ରାହୁଲ ଗାନ୍ଧୀ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯଦି ଶିକ୍ଷା ବ୍ୟବସ୍ଥାକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନିଏ ତେବେ ଦେଶ ଧ୍ୱଂସ ହୋଇଯିବ ବୋଲି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି। ଇଣ୍ଡିଆ ବ୍ଲକ୍‌ର ଦଳଗୁଡ଼ିକ ମଧ୍ୟରେ ନିଜସ୍ବ ବିଚାରଧାରା ଏବଂ ନୀତିକୁ ନେଇ ସାମାନ୍ୟ…

ଜାଣନ୍ତୁ କେମିତି କଟିବ ଆଜିର ଦିନ ?

ମେଷ : ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟାକରି ବିଫଳ ହେବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି।…

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ ।  ନୀଳମାଧବଙ୍କୁ ଦର୍ଶନ ପରେ ବିଶ୍ବାବସୁଙ୍କ ଗାଁ କାଳିଆପଲ୍ଲୀ ଯାଇଛନ୍ତି।  କାଳିଆପଲ୍ଲୀରେ ଶବର ସମାଜର ଯଜ୍ଞରେ ଆହୂତି ଦେଇ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହାପରେ ବିଶ୍ୱାବସୁଙ୍କ…

ବିବାହ ବନ୍ଧନରେ ଆୟେଶା କପୁର ଓ ଆଡାମ ଓବରୟ

ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ବ୍ଲାକ ମୁଭିରେ ଜଣେ ଛୋଟ ଝିଅ ରାଣୀ ମୁଖାର୍ଜୀଙ୍କ ଛୋଟବେଳର ରୋଲ ପ୍ଲେ କରିଥିଲେ। ତାଙ୍କ ନାଁ ହେଲା ଆୟେଶା କପୁର। କୁନି ଝିଅଟି ଦେଖିପାରୁ ନ ଥିଲେ। ତାଙ୍କର ଜବରଦସ୍ତ ଅଭିନୟ ଏବେବି ଲୋକଙ୍କୁ ମନେପଡ଼ିଯାଉଛି ଯେ, ଅଭିନୟ ସେତିକି ହୃଦୟସ୍ପର୍ଶୀ…

ଭୂକମ୍ପରେ ଥରିଲା ଲେହ ଲଦାଖ

ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨:୫୮ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲେହ ଲଦାଖରେ ୩୪.୩୫ ଉତ୍ତର ଅକ୍ଷାଂଶ ଏବଂ ୭୮.୦୬ ପୂର୍ବ…

ନାଗପୁର ହିଂସାର ମାଷ୍ଟରମାଇଣ୍ଡ ଫହୀମ ଖାନଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ ଖାନଙ୍କ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଲାଯାଉଛି। ଘରଟି ଫହିମଙ୍କ ସ୍ତ୍ରୀଙ୍କ ନାମରେ ପଞ୍ଜିକୃତ। ଘରଟି ୮୬.୪୮ ବର୍ଗ…

ଏମ୍‌ପିଙ୍କ ଦରମା ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ସୋମବାର ଏମ୍‌ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍‌ପିଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ସଂସଦ ସଦସ୍ୟଙ୍କ ଦରମା,…

ପ୍ରଥମଥର ପାଇଁ ଆସନ୍ତାକାଲି ନୟାଗଡ଼ ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସନ୍ତାକାଲି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ | ଆୟୋଜିତ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ CRPFର ଜଣେ ସବ୍ ଇନସ୍ପେକ୍ଟର ସହିଦ

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ CRPFର ଜଣେ ସବ୍ ଇନସ୍ପେକ୍ଟର ସହିଦ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି । ଏଥିରେ CRPFର ଜଣେ ସବ୍ ଇନସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି…

କିଭ୍‌ ଉପରେ ଋଷର ଡ୍ରୋନ ଆଟାକ୍ କଲା ରୁଷ୍

ପୁଣି ବଢିଲା ରୁଷ୍ ୟୁକ୍ରେନ ବିବାଦ । ମାର୍ଚ୍ଚ ୨୨ ତାରିଖରେ ରୁଷ ବାୟୁସେନା କିଭ୍ ଉପରେ ଡ୍ରୋନ ମାଡ଼ କରିବା ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବଢିଛି ଟେନସନ୍ । ରୁଷର ୧୭୯ ଡ୍ରୋନ୍‌ ମଧ୍ୟରୁ ୧୦୦ଟି ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ବାହିନୀ ନଷ୍ଟ କରିଦେଇଥିବାର ଦାବି କରିଛି । ଏହା ପୂର୍ବରୁ…