ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଛି
ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ନେଇ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଡିସିପି ଦେବେଶ କୁମାର ମାହଲାଙ୍କ ନେତୃତ୍ବରେ ଜଣେ ଏସିପି, ପୁଲିସ ଟିମ୍ ଓ କ୍ୟାମେରା ଟିମ୍ ଆଜି ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ପହଞ୍ଚି…