Browsing Tag

News

ବିବାହ ବନ୍ଧନରେ ବାନ୍ଧି ହେବେ ପିଭି ସିନ୍ଧୁ

ବିବାହ କରିବେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ଚଳିତ ମାସରେ ହେବ ବିବାହ। ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ବିବାହ ହେବ ବୋଲି ଜଣାପଡ଼ିଛି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର…

୫ମାସରେ ୫୦୯ଟି ଦୁଷ୍କର୍ମ, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ

ରାଜ୍ୟରେ ବିଜେପି ସରକାର ଆସିବା ପରେ ୫ମାସରେ ୫୦୯ଟି ଦୁଷ୍କର୍ମ ମାମଲା, ୪୧ ଗଣଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ମହିଳା ବିରୋଧୀ ସମୁଦାୟ ୯୨୪୮ଟି ମାମଲା ରୁଜୁ ହୋଇଛି। ରାଜ୍ୟରେ ମହିଳାଙ୍କ ବିରୋଧୀ ହିଂସା ସଂପର୍କରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

୧୦ ଦିନ ବିତିଲା : ସରକାର ଗଠନ ହୋଇପାରୁନି

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ ଉତ୍ସବ ପାଇଁ ତାରିଖ ଘୋଷଣା କରିଦେଇଛି। କିନ୍ତୁ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ‌ମହାୟୁତି ମେଣ୍ଟ ମଧ୍ୟରେ ଅଡ଼ୁଆ ଛିଡ଼ୁନି। ସିନ୍ଦେ କିଛି ବଡ଼ ଦାବି କରୁଥିବା ଚର୍ଚା ହେଉଛି ।…

ବିଧାନସଭାରେ ଦାଦନ ମୃତ୍ୟୁ ପ୍ରସଙ୍ଗ ଉପରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ

ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଆଜି ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜୟବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ,…

ବାଂଲାଦେଶରେ ମୁସଲମାନଙ୍କ ଆକ୍ରମଣର ଶିକାର ହେଲେ ସନ୍ଥ ଚନ୍ମୟଙ୍କ ଓକିଲ

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରର ବିରୋଧ କରି ଗିରଫ ଇସ୍କୁନ ସନ୍ଥ ଚନ୍ମୟଙ୍କ ଓକିଲଙ୍କୁ ଆକ୍ରମଣ କରାଯାଇଛି । ଓକିଲ ରମେନ ରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଇସ୍କନ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ଅଜିଠୁ ପ୍ରାଥିପତ୍ର ଦାଖଲ ଆରମ୍ଭ

ଭାରତର ୪ଟି ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ। ରାଜ୍ୟସଭା…

ଆଳୁ ଦର ବୃଦ୍ଧି ଯୋଗୁଁ ବିଧାନସଭାରେ ଗର୍ଜନ କଲେ ବିରୋଧୀ

ବଡ଼ବଡ଼ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ରାଜ୍ୟରେ ସରକାର ଗଢ଼ିବା ପରେ କେବଳ ଖାଉଟିଙ୍କୁ କନ୍ଦାଇଛି। ଚାରି ମାସ ହେଲା ଆଳୁ କଷ୍ଟରେ ଲୋକ ହନ୍ତସନ୍ତ ହେଲେଣି। ମାତ୍ର ସରକାର ବେଫିକର ଓ ଯୋଗାଣମନ୍ତ୍ରୀ ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଡବଲ ଇଞ୍ଜିନ୍‌ ସରକାର ଆଳୁ ଟ୍ରକ ଟାଣି…

ଭାରତ- ପାକିସ୍ତାନ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ପାଇଁ ପ୍ରସ୍ତୁତ UAE

ଦୀର୍ଘ ଦିନ ଧରି ଚମ୍ପିଆନ୍ସ ଟ୍ରଫି- ୨୦୨୫କୁ ନେଇ ବିବାଦ ଲାଗି ରହିଥିଲା । ଏହା କେଉଁଠି ଖେଳାଯିବ ସେନେଇ କୌଣସି ଅଧିକାରିକ ସୂଚନା ପ୍ରଦାନ କରାଯାଇନଥିଲା । ଏବେ ଏହି ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ସଂଯୁକ୍ତ ଆରବ ଏମିରେଟ୍ସ(UAE) ଭାରତ- ପାକିସ୍ତାନ ମଧ୍ୟରେ ହେବାକୁ ଥିବା…

କାଲି ଯାଏ ମୁଲତବୀ ରହିବ ସଂସଦର ଶୀତକାଳୀନ ଅଧିବେଶନ

ଆଜି ପୁଣି ଥରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଲୋକସଭା ସ୍ଥଗିତ ହୋଇଛି । ବିରୋଧୀ ସଦସ୍ୟମାନେ ଆଦାନୀ ପ୍ରସଙ୍ଗ ଏବଂ ମଣିପୁର ପରିସ୍ଥିତିକୁ ବିରୋଧ କରି ନିଜର ବିରୋଧ ଜାରି ରଖିଥିଲେ । ଏକ ସପ୍ତାହ ଧରି ସଂସଦରେ ବିରୋଧୀଙ୍କ ଏପରି ବିଶୃଂଖଳା କାରଣରୁ ସଂସଦରେ କୈାଣସି କାର୍ଯ୍ୟ ହୋଇପାରିନାହିଁ ।…

ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ । ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ପ୍ରତିପଦ ତିଥିରେ ପାଳନ ହୁଏ ଦେବ ଦୀପାବଳି । କିମ୍ବଦନ୍ତୀ ଅନୁଯାୟୀ ଅସତ୍ୟ ଉପରେ ସତ୍ୟର ଜୟ ପାଇଁ ପ୍ରଭୁ ରାମଚନ୍ଦ୍ର ଦେବ ଦୀପାବଳି ପାଳନ…