Browsing Tag

News

ଦେଶରେ ପୁଣି ୨ ଜଣ ଶିଶୁ ଏଚ୍‌ଏମ୍‌ପିଭି ଚିହ୍ନଟ

ଦେଶରେ ପୁଣି ୨ ଜଣ ଶିଶୁ ଏଚ୍‌ଏମ୍‌ପିଭି (ହ୍ୟୁମାନ ମେଟାନ୍ୟୁମୋଭାଇରସ୍‌)ରେ ଆକ୍ରାନ୍ତ ହୋଇଛନ୍ତି। ନାଗପୁରରେ ୨ ଜଣ ଶିଶୁ ଏଚଏମପିଭି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ହୋଇଥିବା ୨ ଶିଶୁଙ୍କ ବୟସ ୭ ଏବଂ ୧୪। ଏଥିସହ ଦେଶରେ ମୋଟ୍‌ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୭ରେ…

କଣ ରହିଛି ଆଜିର ରାଶିଫଳ ?

ମେଷ : ଆଜି ସମସ୍ୟା ସମାଧାନ, ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ, ପ୍ରଶାସନିକ ସଫଳତା ପାଇବେ। ବ୍ୟୟସ୍ଥ ରାହୁ ଯୋଗୁ ବିଦେଶ ଯାତ୍ରା ସୁଯୋଗ, ଅପବ୍ୟୟ ସଙ୍ଗକୁ ସ୍ବାସ୍ଥ୍ୟହାନି ଘଟିପାରେ। ମାଙ୍ଗଳିକ କାମ, ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟିକ ସଫଳତା ଓ କଚେରି…

କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ

କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ। ନିଜ ସରକାର ଏବଂ ବ୍ୟକ୍ତିଗତ ସମାଲୋଚନା ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସାଂସଦଙ୍କ ବିରୋଧ ପରେ ପ୍ରଧାନମନ୍ତ୍ରୀ ନଦରୁ ଇସ୍ତଫା ଦେଲେ। ନୂଆ ନେତା ବଛାଯିବା ପର୍ଯ୍ୟନ୍ତ ଦାୟିତ୍ବ ସମ୍ଭାଳିବେ ଟ୍ରୁଡୋ। ଦେଶକୁ…

ଆଜି ୪୫ ବର୍ଷରେ ପଦାର୍ପଣ କଲେ ବିପାଶା ବସୁ

ବଲିଉଡର ବେଙ୍ଗଲୀ ବ୍ୟୁଟି ଭାବରେ ଫେମସ୍ ବିପାଶା ବସୁ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ନିଜର ଦମଦାର ଅଭିନୟ ଯୋଗୁଁ ସେ ହିନ୍ଦୀ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ସଫଳ ମଡେଲ ହେବା ପରେ ବିପାଶା ୨୦୦୧ ମସିହାରେ ଫିଲ୍ମ ‘ଅଜନବୀ’ ସହିତ ବଲିଉଡରେ…

୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ

ସମ୍ବଲପୁରରେ ୨ ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଡ୍ରାଇଭର ପ୍ରସନ୍ନ ଜେନାମଣି ବାରମ୍ବାର ନିଜ ବୟାନ ବଦଳାଉଥିବା ବେଳେ, ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୋଲିସ । ତେବେ ୩ ଦିନ…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ନକ୍ସଲ ହମଲାରେ ୮ଯବାନ ସହିଦ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ନକ୍ସଲ ହମଲା ପରେ ସର୍ଚ୍ଚ ଅପରେସନ ଜୋରଦାର। ଆଣ୍ଟି ନକ୍ସଲ ଅପରେସନ ସାରି ଫେରୁଥିବା ବେଳେ ଡିଆରଜି ଯବାନଙ୍କ ଗାଡ଼ିକୁ ଆଇଇଡି ବ୍ଲାଷ୍ଟ କରି ଉଡ଼ାଇ ଦେଇଥିଲେ ମାଓବାଦୀ । ବିସ୍ଫୋରଣରେ ୮ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ସହିଦ ଓ ଜଣେ ଡ୍ରାଇଭର…

କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍

ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ୨୦୨୫ ଜାନୁୟାରୀ ୧୭ରେ ପ୍ରେକ୍ଷାଳୟକୁ ଆସିବ । ୧୯୭୫ରେ ଦେଶରେ ଲାଗିଥିବା ଏମରଜେନ୍ସିକୁ ୫୦ ବର୍ଷ ପୂରଣ ହେବା ଅବସରରେ କଙ୍ଗନାଙ୍କ ଫିଲ୍ମ ସିନେମାଘରେ ରିଲିଜ୍ ହେବ…

ଓଡ଼ିଶା ଭାରତୀୟ ଖୋ ଖୋ ଦଳ ପାଇଁ ୧୫ କୋଟି ଟଙ୍କା ପ୍ରାୟୋଜକ

ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍‌ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି, ଏ ନେଇ ରାଜ୍ୟ ସରକାର ବାର୍ଷିକ ୫ କୋଟି ଟଙ୍କା ନିବେଶ କରିବେ। ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୭…

ନେପାଳରେ ଭୂକମ୍ପରେ କୋଠା ଭୁଶୁଡ଼ି ୫୩ ମୃତ, ୩୫ ଆହତ

ଭୂକମ୍ପରେ ଥରିଲା ନେପାଳ, ତିବ୍ଦତ ସମେତ ଉତ୍ତର ଭାରତ। ତିବ୍ଦତର ଶିଗାଟସେ ସହରରେ ଘଟିଥିବା ଭୟଙ୍କର ଭୂକମ୍ପରେ ବଡ଼ ବଡ଼ କୋଠା ଭୁଶୁଡି ପଡିଛି। ଫଳରେ ଏ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ରହିଛି। ତିବ୍ଦତରେ…

ଆଜି ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ

ଆଜି ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଥିଲେ। ଏହାର କେନ୍ଦ୍ର ନେପାଳ ସୀମା ନିକଟରେ ତିବ୍ଦତ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ମାପ କରାଯାଇଛି। ପଶ୍ଚିମବଙ୍ଗର…