Browsing Tag

News

ଆଜି ଅପରାହ୍‌ଣରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ ବୈଠକ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍ ବୈଠକ । ଆଜିର ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । କ୍ୟାବିନେଟ୍ ପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ବସିବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୫-୨୬ ଆର୍ଥିକ…

ଆଜିଠୁ ହରିୟାଣାର ବିଶ୍ବ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା

ଆଜିଠୁ ହରିୟାଣାର ବିଶ୍ବ ପ୍ରସିଦ୍ଧ ସୁରଜ୍ କୁଣ୍ଡ ମେଳା। ମେଳାରେ ଚଳିତ ବର୍ଷର ଥିମ୍  ଷ୍ଟେଟ ଭାବେ ଓଡ଼ିଶା ଓ ମଧ୍ୟପ୍ରଦେଶ ସ୍ଥାନ ପାଇଛନ୍ତି । 1200 ଷ୍ଟଲ ଭିତରୁ 40ଟି ଷ୍ଟଲରେ ପ୍ରଦର୍ଶିତ ହେବ ଓଡ଼ିଶାର କଳା, ଖାଦ୍ୟ, ସଂସ୍କୃତି, ନୃତ୍ୟ, ଗୀତ, ଐତିହ, ହସ୍ତଶିଳ୍ପ, ହସ୍ତକଳା ଏବଂ…

ଆସନ୍ତା ୧୦ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଷ୍ଟମ ଥର ପାଇଁ ହେବାକୁ ଯାଉଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଫେବ୍ରୁଆରୀ ୧୦ ତାରିଖ ପୂର୍ବାହ୍ନ ୧୧ ଟା ସମୟରେ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା କରିବେ…

୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ ଭାରତ

ଭାରତ ୨୦୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର ଖଣ୍ଡ ଧରି ଭାରତ ଫେରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ଗୁରୁବାର କହିଛନ୍ତି। ଚନ୍ଦ୍ରଯାନ-୪ରେ ଓଜନଦାର ଏଲ୍‌ଭିଏମ୍‌-୩ ରକେଟର ଅନୂ୍ୟନ ୨ଟି ଅଲଗା ଲଞ୍ଚ କରାଯିବ। ଏହା ମିଶନର ୫ଟି ଭିନ୍ନ…

ମାଙ୍କଡା ପଥର ଚୋରାଚାଲାଣ ବେଳେ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ମାଙ୍କଡା ପଥର ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ…

ବେଧଡ଼କ ମାଙ୍କଡା ପଥର ମୋରମ ଲୁଟ ପ୍ରତିବାଦରେ ରାସ୍ତା ଉପରେ ଆନ୍ଦୋଳନ

ଖୋର୍ଦ୍ଧା ଜିଲ୍ଲାର ଟାଗିଂ ତହସିଲ ଜଂକିଆ ଥାନା ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ମୈ।ଜାରେ ଥିବା ଗୋଚର ଜମି ଓ ସଂରକ୍ଷିତ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମିରୂ ହେଉଛି ମାଙ୍କଡା ପଥର ଓ ମୋରମ ଲୁଟ।ଟାଗିଂ ତହସିଲ ଜଂକିଆ ଥାନା ଅଧିନସ୍ଥ ଓଳସିଂହ ଗ୍ରାମପଞ୍ଚାୟତ ଓଳସିଂହ ଓ ଅରାଗଂ ମୈ।ଜାର ଜଙ୍ଗଲ ଓ…

ଆସନ୍ତାକାଲିଠୁ ଆରମ୍ଭ ପ୍ରେମ ସପ୍ତାହ

ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ । ଅର୍ଥ କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର । ଏହାସହ ଅର୍ଥ…

ଶେଖ ହାସିନାଙ୍କ ବାପଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ହାସିନାଙ୍କ ଦଳ…

ଆଜିଠୁ ଭାରତ-ଇଂଲଣ୍ଡ ୱାନଡେ ସିରିଜ

ନାଗପୁରରେ ଅହରାହ୍ଣ ୧ଟା ୩୦ରେ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଉଭୟ ଦଳ ଝାଳବୁହା ଅଭ୍ୟାସ କରିଛନ୍ତି । ଆଜିର ମ୍ୟାଚରେ ରୋହିତଙ୍କ ସହ ଉପଅଧିନାୟକ ଶୁବମନ ଗିଲ୍ ପାଳି ଆରମ୍ଭ କରିବେ । କୋହଲି ଓ ଶ୍ରେୟସ୍ ଆୟର୍ ତୃତୀୟ ଓ ଚତୁର୍ଥ ସ୍ଥାନରେ ଖେଳିବେ । ହାର୍ଦିକ ପାଣ୍ଡ୍ୟା ଷଷ୍ଠ…