Browsing Tag

News

ବିବାଦ ପରେ ରଣବୀର ଆହ୍ଲାବାଦିଆଙ୍କର ବ୍ରେକଅପ୍‌

ଗୋଟିଏ ପରେ ଗୋଟିଏ ବିବାଦ ପଛ ଛାଡୁନି ରଣବୀର ଆହ୍ଲାବାଦିଆ । ସେ କମେଡି ଶୋ ‘ଇଣ୍ଡିଆ ଗଟ୍ ଲାଟେଣ୍ଟ୍’ରେ ବାପା ମାଙ୍କ ଶାରୀରିକ ସମ୍ପର୍କ ରଖିବା ସମୟର ଦୃଶ୍ୟ ଦେଖିବାକୁ ଚାହିଁବେ କି କହି ଏକ କମେଡ଼ି କରିଥିଲେ। ଯାହାପରେ ଆରମ୍ଭ ହୋଇଥିଲା ବିବାଦ। ତାଙ୍କୁ ଗିରଫ କରାଯାଉ ବୋଲି ଅନେକ…

ଅମୃତ ଅନ୍ନରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ

ଅମୃତ ଅନ୍ନରେ ରନ୍ଧାହେବ ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ । ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ ହୋଇ ଏହି ଅମୃତ ଅନ୍ନ ମହାପ୍ରସାଦ ରନ୍ଧନରେ ବ୍ୟବହୃତ ହେବ । ଏଣିକି ରାସାୟନିକଯୁକ୍ତ ଚାଉଳରେ ହେବନି ଅବଢ଼ା ମହାପ୍ରସାଦ । ମହାପ୍ରସାଦରେ ରାସାୟନିକ ମୁକ୍ତ ଚାଉଳ ଡାଲି ବ୍ୟବହାର ପାଇଁ…

ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଳକ ADEO ପାର୍ଥସାରଥୀ ବିଶୋଇ

କୋରାପୁଟ ଜିଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ବତାଶନା ପଞ୍ଚାୟତର କାର୍ଯ୍ୟରତ ଏଡିଇଓ ପାର୍ଥସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଗୁରୁବାର ସକାଳେ ତାଙ୍କର ବୋରିଗୁମ୍ମା ବ୍ଲକ ଚମ୍ପିଆରେ ଥିବା ପୈତୃକ ଘର ସହ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୁତ ସମ୍ପତି ଠୁଳ…

ଆମେରିକାର ଇଣ୍ଟଲିଜେନ୍ସ ଡାଇରେକ୍ଟର ତୁଳସୀ ଗବାର୍ଡଙ୍କୁ ଭେଟିଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ପରେ ଆମେରିକାରେ ପହଞ୍ଚିଛନ୍ତି। ସେ ତାଙ୍କର ଦୁଇ ଦିନିଆ ଗସ୍ତରେ ବୁଧବାର ୱାଶିଂଟନ ଡିସିରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା। ଯେତେବେଳେ ସେ ତାଙ୍କ ରହଣି ସ୍ଥାନ, ବ୍ଲେୟାର ହାଉସରେ ପହଞ୍ଚିଲେ,…

LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ତେବେ ପ୍ରାରମ୍ଭିକ ଭାବେ ଭାରତ…

ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡ଼ିଜିପି

ବିଧାନସଭାରେ ଗୁରୁବାରଠାରୁ ଚଳିତବର୍ଷର ବଜେଟ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିଛି। ବୁଧବାର ଅପରାହ୍ନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ବିଧାନସଭା ପରିସରରେ…

କ୍ଳିନ ସୁଇପ ଲକ୍ଷ୍ୟରେ ଭାରତ

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍‌ ବୁଧବାର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଶୃଙ୍ଖଳାକୁ ଘରୋଇ ଦଳ ୨-୦ରେ ଆଗୁଆ ଜିତି ସାରିଥିବାରୁ ଏବେ ମୂଳପୋଛ ସହ ଦୃଢ଼ ମନୋବଳ ନେଇ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଲକ୍ଷ୍ୟ ରଖିଛି। ୨୦୨୩…

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ । ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।  ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ…

ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡିଲେ ବୁମ୍‌ରା

ଭାରତୀୟ ଦଳର ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରା ଆଗାମୀ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ପକ୍ଷରୁ ଚୂଡ଼ାନ୍ତ ଦଳ ଘୋଷଣା କରାଯାଇଛି ଓ ବୁମରାଙ୍କୁ ଏହି ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଯୁବ ପେସ୍‌ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି…

ଶ୍ରୀମନ୍ଦିରରେ ହେବ ଭିଡ଼ ନିୟନ୍ତ୍ରଣ କରିବା AI

ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର AI ମାଧ୍ୟମରେ କରାଯିବ ଭିଡ଼ ନିୟନ୍ତ୍ରଣ । ଚଳିତ ସପ୍ତାହରୁ ଶ୍ରୀମନ୍ଦିରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପାଇଁ ଓପନ ହେବ ଫାଇନାନ୍ସିଆଲ୍ ବିଡିଂ। ଟେକ୍ନିକାଲ ଆସେସମେଣ୍ଟ, ଫାଇନାଲ ପ୍ରେଜେଣ୍ଟେସନ୍ ସରିଛି । ପ୍ରୁଫ ଅଫ୍ କନ୍ସେପ୍ଟ ଓ UI FLOAT ଶେଷ…