ଆଫଗାନିସ୍ତାନ ଜିତିବା ପରେ ନାଚିଲେ ଇରଫାନ ପଠାନ୍
ଆଫଗାନିସ୍ତାନ ଟିମ୍ ବିଜୟରେ ପୁଣିଥରେ ନାଚିଲେ ଇରଫାନ ପଠାନ । ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଇରଫାନଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେଉଛି । ବିଶ୍ବକପ ୨୦୨୩ରେ ପାକିସ୍ତାନ ଠାରୁ ଆଫଗାନିସ୍ତାନ ଜିତିବା ପରେ ଧୂଆଦାର ଡ୍ୟାନ୍ସ କରିଥିଲେ…