Browsing Tag

News

ସିଙ୍ଗର ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କଲେ ବିଜେପି ଏମପି ତେଜସ୍ବୀ ସୂର୍ଯ୍ୟା

ଭାରତୀୟ ଜନତା ପାର୍ଟି ଏମପି ତେଜସ୍ୱୀ ସୂର୍ଯ୍ୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ କିଛି ଦିନ ଧରି ତେଜସ୍ୱୀ ସୂର୍ଯ୍ୟଙ୍କ ବିବାହ ଖବର ଚର୍ଚ୍ଚାରେ ଥିଲା। ତେଜସ୍ୱୀ ଏବଂ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ବିବାହ…

ଜେଲରୁ ବାହାରିଲେ କୁସ୍ତିଯୋଦ୍ଧା ସୁଶୀଲ ଧନଖର

ଅଲିମ୍ପିଆନ କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ, ସେ ଜେଲରୁ ବାହାରିଛନ୍ତି। ଜଷ୍ଟିସ ସଞ୍ଜୀବ ନରୁଲା କୁସ୍ତିଯୋଦ୍ଧା…

ଜାଣନ୍ତୁ କେଉଁ ରାଶିରେ ଆଜି ସମସ୍ଯା ହେବ ଦୂର ?

ମେଷ : ଦୈହିକ ସୁସ୍ଥତା ସାଙ୍ଗକୁ ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟଧାରଣ ପାରିବାରିକ ଓ ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବ। ଚନ୍ଦ୍ରଙ୍କ କେନ୍ଦ୍ରରେ ଶନି ଥିବାରୁ କର୍ମକ୍ଷେତ୍ରର ସମସ୍ୟା ମାଡି ଆସିପାରେ। ଘର ସଜାଡିବାରେ ସମୟ ନେବେ। ଅର୍ଥ ପ୍ରାଚୁର୍ଯ୍ୟ, ଦକ୍ଷତାର ପ୍ରତିଷ୍ଠା ଓ ପ୍ରଶଂସା…

ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରାଖଣ୍ଡରେ ଟ୍ରେକ୍ ଏବଂ ବାଇକ୍ ରାଲିକୁ ପତାକା ଦେଖାଇ କଲେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ମୁଖ୍ବାରେ ମାଆ ଗଙ୍ଗାଙ୍କ ପୂଜା ସହ ପ୍ରଦର୍ଶନୀ ସ୍ଥଳ କଲେ ପରିଦର୍ଶନ। ସାଙ୍ଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସଂ ଧାମି। ଏହାପରେ ସାଧାରଣ ସମାବେଶରେ ସାମିଲ୍ ହୋଇଛନ୍ତି…

କଟକର ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଆଜି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥୋରିଟି (STA), କଟକର ଉପ କମିଶନର  ପ୍ରଦୀପ କୁମାର ମହାନ୍ତିଙ୍କ ଅଜଣା ଆୟ ଉତ୍ସରୁ ସଂଗୃହୀତ ଅସମପ୍ରାପ୍ତ ସମ୍ପତ୍ତି (DA) ରହିଥିବା ଅଭିଯୋଗ ଉପରେ, ଓଡିଶା ଭିଜିଲାନ୍ସ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ରେଡ କରୁଛି ।  ଭୁବନେଶ୍ୱର ଭିଜିଲାନ୍ସ ବିଶେଷ…

ଉର୍ବଶୀ ରାଉତେଲାଙ୍କୁ ‘ଉଦ୍ୟାନ’ ପୋଷାକରେ ହାସ୍ୟରସ କହି ଟ୍ରୋଲ କଲେ ଫ୍ୟାନ୍ସ

ଅଜବ ଗାଉନରେ ନଜର ଆସିଲେ ଉର୍ବସୀ । ସୋସିଆଲ ମିଡିଆରେ ହେଲେ ଟ୍ରୋଲ । ଉର୍ବସୀ ରୌତେଲା ଅନେକ ସମୟରେ ହାଇଲାଇଟ୍ସରେ ରହି ଆସିଛନ୍ତି । ନିଜର ଲୁକ୍ ପାଇଁ ହେଉ, କି ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ, ଅନେକ ସମୟରେ ସେ ଫ୍ୟାନ୍ସ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି | ହେଲେ ଏଥର ନିଜର…

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଭଜା ଚଣା

ଅଧିକାଂଶ ଲୋକ ଭଜା ଚଣାର ଚୋପା କାଢ଼ିବା ପରେ ଖାଆନ୍ତି, କିନ୍ତୁ ଏହାକୁ ଚୋପା ନ କାଢ଼ି ଖାଇବା ସ୍ବାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ। ଭଜା ଚଣାରେ ଫାଇବରର ପରିମାଣ ଅଧିକ ଥାଏ। ଏହା ମେଟାବୋଲିକ ହାର ବୃଦ୍ଧି କରେ ଏବଂ ପାଚନ କ୍ରିୟାକୁ ତ୍ୱରାନ୍ବିତ କରେ। ଏହା ବ୍ୟତୀତ ଭଜା ଚଣା…

ଓଡ଼ିଶାରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ପରେ ଓଡ଼ିଶାର ଅନେକ ଜିଲାରେ ଦିନର ତାପମାତ୍ରାରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଘଟିବ। ପାଣିପାଗ କେନ୍ଦ୍ର କହିଛି ଯେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ ନାହିଁ।…

ଏମିତି କଟିବ ଆପଣଙ୍କର ଆଜିର ଦିନ

ମେଷ : ଆଜି ପାରିବାରିକ ସମସ୍ୟା ସମାଧାନ ସଙ୍ଗକୁ ଆନୁଷ୍ଠାନିକ କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଯାନ୍ତ୍ରିକ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯୋଜନାରମ୍ଭ ସକାଶେ ବନ୍ଧୁବର୍ଗଙ୍କ ସହମତି ମନର ଉତ୍ସାହକୁ ଦ୍ୱିଗୁଣିତ କରିବ। ସଭାସମିତି, ସଂଗଠନ, ବାଣିଜ୍ୟ,…

ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ

ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ରାଚିନ ରବିନ୍ଦ୍ର ୧୦୮ ରନ୍‌ ଏବଂ କେନ ୱିଲିୟମସନ…