ପୁରୀ ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବାବୁସାନ
ପୁରୀ ଶ୍ୱେତଗଙ୍ଗାରେ ହେଲା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ। ପୁଅ ବାବୁସାନ୍ ମହାନ୍ତି, ବୋହୂ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତିରେ କର୍ମ ହୋଇଛି । ଗତ ଫେବୃଆରୀ ୨୭ରେ ହୋଇଥିଲା ଓଡ଼ିଆ ସୁପରଷ୍ଟାର୍ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ପୁରୀ…