Browsing Tag

News

ପ୍ରଧାନମନ୍ତ୍ରୀଙ୍କ ସହ ମହମ୍ମଦ ମୁଇଜୁଙ୍କ ଆଲୋଚନାକୁ ଅପେକ୍ଷା

ମାଳଦ୍ୱୀପ ସହ କିଛି ମାସ ଧରି ଚାଲିଥିବା ବିବାଦ ସମାଧାନ ଦିଗରେ ଥିବା ଚର୍ଚା ହେଉଛି । ମାଳଦୀପ ସହ ସଂପର୍କ ଖରାପ ହୋଇଥିଲା କାରଣ କିଛି ନେତା ଭାରତ ବିରୋଧରେ ଉପହାସ ବକ୍ତବ୍ୟ ଦେଇଥିଲେ । ଭାରତରେ ମାଳଦ୍ବୀପ ନଯିବା ପାଇଁ ସୋସିଆଲ ମିଡିଆରେ ଜୋରଦାର ଚର୍ଚା ହୋଇଥିଲା । ଏହାରି ଭିତରେ…

କମେଡିଆନ୍ କୁନାଲ୍‌ ଓ ଓଲା ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ ମଧ୍ୟରେ କାହିଁକି ଚାଲିଛି ଟ୍ବିଟ୍‌ ଯୁଦ୍ଧ ?

ଓଲା ଇଲେକ୍ଟ୍ରିକ୍ ସ୍କୁଟର୍‌ର ସର୍ଭିସିଂ ସମସ୍ୟାକୁ ନେଇ ଯୁଦ୍ଧ । ଏନେଇ ଦୁଇ ଭାଗ ହୋଇଛନ୍ତି ୟୁଜର । ଗୋଟିଏ ପକ୍ଷ କୁନାଲଙ୍କୁ ଗାଳି କରୁଥିବା ବେଳେ ଆଉ ଦଳେ ସର୍ପୋର୍ଟ କରୁଛନ୍ତି । ଏହାରି ଭିତରେ  ସୋସିଆଲ ମିଡିଆରେ କମେଡିଆନ୍ କୁନାଲ୍‌ କାମ୍‌ରା ଓ ଓଲାର ସିଇଓ ଭବିଷ ଅଗ୍ରୱାଲ୍‌ଙ୍କ…

୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜୁ  …

କୋଲକାତା ବଳାତ୍କାର ହତ୍ୟା ମାମଲାରେ 10 ଡାକ୍ତରଙ୍କ ଉପରେ ପଡ଼ିଲା ଚଡ଼କ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜରେ କଣ ସବୁ ଚାଲିଥିଲା? କିଏ ସେଠି ଦୁର୍ନୀତି କରିଥିଲେ? ଡାକ୍ତରମାନେ କିପରି ବେନିୟମ କାର୍ଯ୍ୟ କରିଥିଲେ । ଫଳସ୍ବରୂପ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ…

ଆପଣଙ୍କ ଅଞ୍ଚଳରେ ଟମାଟୋ ଦର କେତେ ?

ଟମାଟୋ, ବାଇଗଣ, ପୋଟଳ, କାକୁଡ଼ି ଦର ଆପଣଙ୍କ ଅଞ୍ଚଳରେ କେତେ? ଦରକୁ ନେଇ ଏବେ ସବୁଠି ଚର୍ଚା । ବଜାରରେ ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା ବେଳେ ଟମାଟୋ କିଲୋ  ପଚାଶ ଟପି 80ରେ…

ପୂଜାରେ ଗଡ଼ିବନି କି ବସ ! ଘରୋଇ ବସ ମାଲିକ ସଂଘ ଦେଲା ଚେତାବନୀ

ଆମ ଦାବି ପୂରଣ କର । ନହେଲେ  ପୂଜାରେ ଗଡ଼ିବନି ବସ୍‌। ଏପରି ଚେତାବନୀ ଦେଇଛି ବସ ମାଲିକ ସଂଘ ।  ଆଜି ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସଂଘ କହିଛି। ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ…

ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର: ମୁଖ୍ୟମନ୍ତ୍ରୀ କହିଲେ ପୁଣି ହେବ ଶିକ୍ଷକ ନିଯୁକ୍ତି

୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁଣି ଶିକ୍ଷକ ନିଯୁକ୍ତି ହେବେ ।  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

ମୁମ୍ବାଇକୁ କେତେ ବର୍ଷ ପରେ ମିଳିଲା ଇରାନୀ ଟ୍ରଫି !

ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି ।  ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବ‌ର୍ଷ ପରେ ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍‌ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ…

ମିଳିଲା ପିଏମ କିଷାନ, ଯଦି ପାଇନାହାଁନ୍ତି ତେବେ ତୁରନ୍ତ କରନ୍ତୁ ଏହି କାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମ୍‌ ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାର ୩୧,୫୧,୭୦୦ ଚାଷୀଙ୍କୁ ଏହି…

ରାବଣପୋଡ଼ିରେ ବାଣ ପ୍ରତିଯୋଗିତାକୁ ବାରଣ , କଣ କହିଲେ ହାଇକୋର୍ଟ ?

କଟକ: ରାବଣ ପୋଡ଼ିକୁ ଆଉ ପାଞ୍ଚଦିନ ରହିଲା । ଏଥର ରାବଣ ପୋଡ଼ିରେ  ଆପଣ ରଙ୍ଗବେରଙ୍ଗର ବାଣ ଦେଖିବାକୁ ଟାଇମ ଫିକ୍ସ କରି ଅପେକ୍ଷାରେ ଅଛନ୍ତି କି? ତେବେ ନିରାଶ ହେବେ । କାରଣ ଏଥର ଆଉ ବାଣ ପ୍ରତିଯୋଗିତା ହେବନାହିଁ ।  ବାଣ ପ୍ରତିଯୋଗିତାକୁ ନେଇ ଫଟକାର ଲଗାଇଛନ୍ତି ହାଇକୋର୍ଟ । ସହରକୁ…