IED ବିସ୍ଫୋରଣରେ ଦୁଇ ITBP ଯବାନ ସହିଦ
ଓଡିଶା ସୀମାନ୍ତ ନାରାୟଣପୁର ଜିଲ୍ଲାରେ IED ବିସ୍ଫୋରଣରେ ଦୁଇ ITBP ଯବାନ ସହିଦ। ନକ୍ସଲ ଆକ୍ରମଣରେ ଆଉ ଦୁଇ ଯବାନ ଆହତ ହୋଇଛନ୍ତିITBP, BSF ଏବଂ DRG ର ମିଳିତ ଟିମ ଅପରେସନରୁ ଫେରୁଥିବାବେଳେ ହୋଇଥିଲା ବିସ୍ଫୋରଣ। ନକ୍ସଲଙ୍କୁ ଦୃଢ଼ ଜବାବ ଦେବାକୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି |