ସ୍ବାଭାବିକ ହେଲା ବିମାନସେବା, ବିଳମ୍ଭରେ ଚାଲୁଛି ଟ୍ରେନ
ଭୁବନେଶ୍ବର: ଭୁବନେଶ୍ବରରେ ସ୍ବାଭାବିକ ହେଲା ବିମାନସେବା,କିନ୍ତୁ ବିଳମ୍ଭରେ ଚାଲୁଛି ଟ୍ରେନ । ସକାଳ ୮ଟାରୁ ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା । ଟ୍ରେନ ମଧ୍ୟ ବାତିଲ ହୋଇଥିଲା । ବାତିଲ ଟ୍ରେନ କୁ ଛାଡି ଅନ୍ୟ…