Browsing Tag

News

ଓଡିଶାରେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ ଦର

ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। କମିବ ପେଟ୍ରୋଲ ଓ ଡିଜେଲ ଦର। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି,…

ଦୀପାବଳି ପାଇଁ ଲାଗୁ ହେଲା ଗାଇଡ୍‌ଲାଇନ୍‌

ରତିପାହିଲେ ଆଲୋକର ପର୍ବ ‘ଦୀପାବଳି’। ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି।…

ବିଜେଡ଼ି ଛାଡିଲେ ବାରିର ପୂର୍ବତନ ବିଧାଇକା ସୁନନ୍ଦା ଦାସ

ଦଳ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡୁଛନ୍ତି ନେତା | ଆଜି ବାରିର ପୂର୍ବତନ ବିଧାଇକା ସୁନନ୍ଦା ଦାସ ବିଜେଡ଼ି ଛାଡିଛନ୍ତି | ବିଜେଡ଼ି ପ୍ରାଥିନୀ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ସୁନନ୍ଦା ଦାସ |ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପାତ୍ର ପଠାଇଛନ୍ତି |୫ମାସ ହେବ ଦଳରେ ଅଣଦେଖା…

ଭାରତ-ଚୀନ୍‌ ସୀମାରେ ସେନା ପ୍ରତ୍ୟାହାର ଶେଷ

ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଡେପ୍‌ସାଙ୍ଗ ଓ ଡେମ୍‌ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ…

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦିର  ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ଭିଡିଓ ମଧ୍ୟ କରିଛନ୍ତି । ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା । ଯାହାକୁ ନେଇ ଏବେ…

ସ୍ୱାସ୍ଥ୍ୟ ବୀମା ଲଞ୍ଚ୍ କରିବେ ପ୍ରଧାନମନ୍ତ୍ରୀ

ଆଜି ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲଞ୍ଚ୍ କରିବେ ମୋଦି । ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆଜି ଆୟୁଷ୍ମାନ ଯୋଜନା ଦ୍ବିତୀୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର ।  ବିସ୍ତୃତ…

‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ‘ରନ୍ ଫର୍ ୟୁନିଟି’ ମାରାଥନ…

ଧନ୍‌ତେରସ୍‌ ଓ ଦୀପାବଳିକୁ ନେଇ ରାଜଧାନୀ ସୁନା ବଜାରରେ ପ୍ରବଳ ଉତ୍ସାହ

ଧନ୍‌ତେରସ୍‌ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍‌ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା,…

ଜାଣନ୍ତୁ କେଉଁ ରାଶିକୁ ଆଜି ମିଳିବ ଶୁଭଫଳ ?

ମେଷ : ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ରାହୁଙ୍କ ପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବା ଆଶଙ୍କା ରହିଛି। ଆପୋସ ଆଲୋଚନା ଦ୍ୱାରା ପାରିବାରିକ…

ଇସ୍ରାଏଲ ସେନା ପ୍ରାୟ ୧୦୦ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି

ହମାସ ବିରୋଧରେ ଯୁଦ୍ଧ ଲଢ଼ୁଥିବା ଇସ୍ରାଏଲ ସେନାକୁ ବଡ଼ ସଫଳତା ମିଳିଛି। ଉତ୍ତର ଗାଜାର କମଲ ଅଦୱାନ ହସ୍ପିଟାଲରେ ଚଢ଼ାଉ କରି ଇସ୍ରାଏଲ ସେନା ପ୍ରାୟ ୧୦୦ ସନ୍ଦିଗ୍ଧ ହମାସ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏ ସଂପର୍କରେ ଇସ୍ରାଏଲ ସୁରକ୍ଷା ବାହିନୀ ସୂଚନା ଦେଇଛି। ଅନ୍ୟପକ୍ଷରେ ଗାଜାର…