ମିଥୁନଙ୍କୁ ମିଳବ ଦାଦା ସାହେବ ଫାଲକେ ଆଓ୍ବାର୍ଡ
ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାରତୀୟ ସିନେମା ଜଗତର ଦିଗ୍ଜ ଓ ଲୋକପ୍ରିୟ କଳାକାର। ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ ମିଳିବାକୁ ଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୮ ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମାରୋହରେ ତାଙ୍କୁ ଏହି…