Browsing Tag

#metro tv

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ…

ମେସିଙ୍କ ଗସ୍ତରେ କଲକାତାରେ ଭଙ୍ଗାରୁଜା- କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସଙ୍କ ଇସ୍ତଫା

ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ଭାରତ ଗସ୍ତରେ ଶନିବାର କଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମ୍‌ରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଭିଆଇପି, ମନ୍ତ୍ରୀ, ରାଜ‌େ‌ନତା, ନିରାପତ୍ତା ରକ୍ଷୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ତେଣୁ ଦର୍ଶକ ଉତ୍ତ୍ୟକ୍ତ…

ଆଜି ଚତୁର୍ଥ ଟ୍ବେଣ୍ଟି୨୦ – ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଭାରତ

ଦକ୍ଷିଣ ଆଫ୍ରିକାର ଚଳିତ ଭାରତ ଗସ୍ତ​‌େ​‌ର କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଅପ୍ରତ୍ୟାଶିତ ଭାବେ ଉଭୟ ଟେଷ୍ଟକୁ ଜିତି ଭାରତକୁ ଚକିତ କରିଥିଲା। ପରେ ଦିନିକିଆ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଭାରତ ଏହାକୁ ୨-୧ରେ ଜିତିଥିଲା। ଟ୍ବେଣ୍ଟି୨୦…

ଆସନ୍ତା ୨ଦିନ ୩ ଜିଲାରେ ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି

ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି। ସେହିପରି କଳାହାଣ୍ଡି ଓ ଝାରସୁଗୁଡ଼ା ଆଦି ଜିଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

ଆଜିର ରାଶିଫଳ

ମେଷ: କ୍ୟାରିୟରକୁ ବଢ଼ାଇବା ଲାଗି ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀ ଭଲ ସମୟ ଅତିବାହିତ କରିବେ। ଶାରୀରିକ ଦୃଷ୍ଟରୁ ସ୍ବାସ୍ଥ୍ୟ ଭଲ ଠିକ୍ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ପାରିବାରିକ ମାମଲା ଭଲଭାବେ ଚିନ୍ତା କରନ୍ତୁ। ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ…

ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ – ନବୀନ ପଟ୍ଟନାୟକ

ରାଜଧାନୀ ଭୁବନେଶ୍ଵରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଅପରାଧ ରୋକିବା ଦିଗ​‌ରେ ସରକାରଙ୍କ ବିଫଳତାକୁ ଦର୍ଶାଇଛନ୍ତି। ନବୀନ ଲେଖିଛନ୍ତି, ଭୁବନେଶ୍ଵରର ଛାତି ଉପରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ଶେଷ , ଇଥିଓପିଆ ରାଜଧାନୀ ଆଦିସ୍ ଆବାବାରେ ପହଞ୍ଚିଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନ ଗସ୍ତ ଶେଷ କରି ଇଥିଓପିଆ ରାଜଧାନୀ ଆଦିସ୍ ଆବାବା ପହଞ୍ଚିଛନ୍ତି । ରାଜଧାନୀ ଆଦିସ ଆବାବାର ବିମାନବନ୍ଦରରେ ଇଥିଓପିଆ ପ୍ରଧାନମନ୍ତ୍ରୀ ଓବି ଅହମ୍ମଦ ଅଲି ଆଲିଙ୍ଗନ କରି ପ୍ରଧାମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଅବି ଅହମ୍ମଦ ଅଲି…

ଗ୍ରାହକଙ୍କ ପାଇଁ ଲଞ୍ଚ ହେଲା Oppo Reno 15c , ଜାଣନ୍ତୁ ଏହାର ମୂଲ୍ୟ

ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି Oppo Reno 15c । ଫିଚର ବିଷୟରେ କହିବାକୁ ଗଲେ ଏହି ଫୋନରେ ସ୍ନାପଡ୍ରାଗନ୍ ପ୍ରୋସେସର, ୧୨ ଜିବି ରାମ୍, ୫୧୨ ଜିବି ଷ୍ଟୋରେଜ୍, ୧୨୦ ହର୍ଜ ରିଫ୍ରେସ୍ ରେଟ୍ ଏବଂ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ସେଲଫି ଲଭର୍ସଙ୍କ ପାଇଁ ଏହି ଓପୋ ସ୍ମାର୍ଟଫୋନରେ…

ସ୍ୱାମୀଙ୍କଠାରୁ ୧୦୦ କୋଟି ଟଙ୍କା କ୍ଷତିପୂରଣ ଏବଂ ଭରଣପୋଷଣ ଦାବି କଲେ ଅଭିନେତ୍ରୀ ସେଲିନା ଜେଟଲୀ

ବଲିଉଡ୍ ଅଭିନେତ୍ରୀ ସେଲିନା ଜେଟଲୀ ଗତ କିଛି ଦିନ ଧରି ଖବରରେ ଅଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍ ଚାଲିନାହିଁ। ସେଲିନାଙ୍କୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହେଉଛି। ସେଲିନା ତାଙ୍କ ସ୍ୱାମୀ ପିଟର ହାଗଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି। ଗତ ଅକ୍ଟୋବର  ବେକାରି ହାର ୫.୨ ପ୍ରତିଶତ ଥିଲା। ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି।…