Browsing Tag

#metro tv

ଆଜି ତୃତୀୟ ଟ୍ବେଣ୍ଟି-୨୦

ଇନ୍ଦୋର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟ୍ବେଣ୍ଟି-୨୦ । ଦୁଇଟି ମ୍ୟାଚ ପରାଜୟ ପରେ ଆଜିର ମ୍ୟାଚ ବିଜୟ ପାଇଁ ଚାହିଁବ ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପାଇଁ ସବୁଠାରୁ ବଡ଼ ଚିନ୍ତା ହେଉଛନ୍ତି ଏହାର ଅଧିନାୟକ ତେମ୍ବା ବାଭୁମା। ଅଦ୍ୟାବଧି ୨ଟି ମ୍ୟାଚ୍‌ରେ ବାଭୁମା ୧୧ଟି

ଜୁଆ ବିଜ୍ଞାପନ ବିରୋଧରେ ଜାରି ହେଲା ସାନି ମାର୍ଗଦର୍ଶିକା

କେତେକ ଘରୋଇ ଟିଭି ଚାନେଲ ଏବଂ ଡିଜିଟାଲ ମିଡିଆରେ ଜୁଆ ଖେଳ ଓ ସଟ୍ଟାବାଜି ସମ୍ପର୍କରେ ପ୍ରକାଶ ପାଉଥିବା ବିଜ୍ଞାପନକୁ ନେଇ ଉଦବେଗ ପ୍ରକାଶ କରିଛି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏଭଳି ବିଜ୍ଞାପନର ପ୍ରଲୋଭନରେ ପଡ଼ି ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ

ପାକିସ୍ତାନକୁ ହରାଇଲା ଇଂଲଣ୍ଡ: ୩୦୦୦ ରନ୍‌ ଟପିଲେ ବାବର

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବ ୭ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ରେ ପାକିସ୍ତାନକୁ ହରାଇବାରୁ ଏବେ ୩-୩ ସ୍ଥିତିରେ ପହଞ୍ଚିଯାଇଛି। ଗତକାଲି ଇଂଲଣ୍ଡ ୮ ୱିକେଟ୍‌ରେ ଜିତିବା ପରେ ରବିବାର ଖେଳାଯିବାକୁ ଥିବା ସପ୍ତମ ତଥା ଶେଷ ମ୍ୟାଚ୍‌ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଯାଇଛି।

ଆଜିଠୁ ଭାରତରେ ଆରମ୍ଭ ହେଲା ୫-ଜି ଯୁଗ

ଆଜି ଠାରୁ ଭାରତରେ ଆରମ୍ଭ ହୋଇଛି ଫାଇଭ-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦୀ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ତିନି ପ୍ରମୁଖ ଟେଲିକମ ଅପରେଟର୍

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଚିଫ ଅଫ ଡିଫେନ୍ସ ଷ୍ଟାଫ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ (ଅବସରପ୍ରାପ୍ତ) ପିଭିଏସଏମ, ୟୁୱାଇଏସଏମ, ଏଭିଏସଏମ, ଏସଏମ, ଭିସିଏମଙ୍କୁ ପରବର୍ତ୍ତୀ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବା ତିଥି ଠାରୁ ଓ ଅନ୍ୟାଦେଶ

ଆହୁରି ତିନିମାସ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧିକୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢ଼ାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପାର୍ବଣ ଭେଟି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ମାନଙ୍କୁ ଯଥାକ୍ରମେ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ ୪% ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।

୨ୟ ସ୍ଥାନରେ ସୂର୍ଯ୍ୟ

ସୂର୍ଯ୍ୟକୁମାର ଜୀବନର ଶ୍ରେଷ୍ଠ ମାନ୍ୟତା ଦ୍ବିତୀୟ ସ୍ଥାନରେ ପହଞ୍ଚିନ୍ତି। ସୂର୍ଯ୍ୟକୁମାର ୮୦୧ ରେଟିଂ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଆଇସିସି ପକ୍ଷରୁ ପ୍ରକାଶିତ ପୁରୁଷ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ସୂର୍ଯ୍ୟକୁମାର

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।  ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଇଥିଲା। ଜୟନ୍ତୀ ପଟ୍ଟନାୟକ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା,

ପ୍ରଥମ ଟି-ଟ୍ୱେଣ୍ଟି ଜିତିଲା ଭାରତ

ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ୧୬.୪ ଓଭରରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରି ବିଜୟଲାଭ କରିଛି ।