Browsing Tag

#metro tv

ଟ୍ରାଙ୍କୁଲାଇଜ ହେଲା ଦନ୍ତା

ଭୁବନେଶ୍ବର: ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀକୁ ଏନକାଉଁଟର । ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।  ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ

ବଲିଉଡ଼ ଅଭିନେତ୍ରୀ ରମ୍ଭାଙ୍କ କାର୍ ଦୁର୍ଘଟଣା, ଝିଅ ସାମାନ୍ୟ ଆହତ

ଲୋକପ୍ରିୟ ଅଭିନେତ୍ରୀ ରମ୍ଭା ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହି ସଡ଼କ ଦୁର୍ଘଟ‌ଣାରେ ତାଙ୍କ ଝିଅ ସାମାନ୍ୟ ଆହତ ହୋଇ ଥିବା ବେଳେ ତାଙ୍କ ଗାଡ଼ି ଭାଙ୍ଗି ରୁଜି ଚୁର୍‌ମାର ହୋଇଛି। ସେ ଏବେ ତାଙ୍କ ଝିଅକୁ ହସ୍ପିଟାଲ୍‌ ନେଇ ଭର୍ତ୍ତି କରାଇ ପ୍ରଶଂସକଙ୍କୁ ନିଜ ଝିଅର

ପଞ୍ଚୁକରେ ଦର୍ଶନ ବ୍ୟବସ୍ଥା,୫ ଦିନରେ ୫ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏଥିପାଇଁ ପୁରୀରେ ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ପଞ୍ଚୁକକୁ ଅପେକ୍ଷା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ହବିଷ୍ୟାନ୍ନ ସେବନ କରୁଛନ୍ତି। ଦୈନିକ ଚଉରା ମୂଳେ ରାଈଦାମୋଦର ପୂଜା କରୁଛନ୍ତି । ତେବେ ପଞ୍ଚୁକ ୫ ଦିନ କାର୍ତ୍ତିକ

ଧାମନଗର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ତ୍ରିମୁଖୀ ଲଢ଼େଇ

ଧାମନଗର: ଧାମନଗର ନିର୍ବାଚନରେ କିଏ ମାରିବ ବାଜି । ଆଜି ପ୍ରଚାର ସୁରୁଥିବା ବେଳେ ୩ ତାରିଖରେ ଭୋଟ୍‌ ହେବାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଜେଡି, ବିଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ଲଢ଼େଇ ହେବ । ନିର୍ବାଚନର ଦୁଇ ଦିନ ପରେ ୬ରେ ଗଣତି ହେବ ଭୋଟ । ଆଜି

ପାକିସ୍ତାନର ପରାଜୟ ପରେ ଦଳକୁ ଚାରିଆଡୁ ଉପହାସ କରାଯାଉଛି

ପର୍ଥ: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଉପହାସ କରାଯାଉଛି । https://twitter.com/virendersehwag/status/1585646667315179521?s=20&t=SGEm8n1cA-zX0RfrM9_ASg

୩୧ରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା

ଭୁବନେଶ୍ବର: ଭାରତ ଯୋଡୋ ଯାତ୍ରାର ସଫଳତାକୁ ନେଇ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବାବେଳେ ଆସନ୍ତା ୩୧ ତାରିଖରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡିଛି। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ନେଇ

ଧଉଳି ଶାନ୍ତିସ୍ତୂପ ବିଶ୍ବଶାନ୍ତିର ପ୍ରଚାର କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖମନ୍ତ୍ରୀ କହିଛନ୍ତି, ଧଉଳି ଶାନ୍ତିସ୍ତୂପ ସାରା ବିଶ୍ବରେ ବିଶ୍ବଶାନ୍ତିର ପ୍ରତୀକ ଭାବେ ପ୍ରଚାର କରିଛି।

କୋଏମ୍ବାଟୁର କାର୍‌ ବିସ୍ଫୋରଣ ମାମଲାରେ ଏନଆଇଏ ଏଫଆଇଆର ଦାଖଲ କଲା

କୋଏମ୍ବାଟୁର: ରବିବାର କୋଏମ୍ବାଟୁରର ଏକ ମନ୍ଦିର ସମ୍ମୁଖରେ ହୋଇଥିବା କାର ବିସ୍ଫୋରଣ ମାମଲାରେ ଏନଆଇଏ ଏନଆଇଏ ଏଫଆଇଆର ଦାଖଲ କରିଛି । ଆତଙ୍କବାଦୀ ଷଡ଼୍‌ଯନ୍ତ୍ର ଥିବା ପୁଲିସ ତଦନ୍ତରୁ ଜଣାପଡ଼ିବା ପରେ ଏହି ମାମଲାକୁ ତଦନ୍ତ ହାତକୁ ନେଇଛି ଏନଆଇଏ ।

ଟି ଟ୍ୱେଣ୍ଟି ବିଶ୍ୱକପରେ ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ସିଡନୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ନେଦରଲ୍ୟାଣ୍ଡସକୁ ୫୬ ରନ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ୧୮୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ନେଦରଲ୍ୟାଣ୍ଡସ ୯ ଉଇକେଟସ ହରାଇ ୧୨୩ ରନ କରିବାକୁ ସମର୍ଥ ହୋଇଛି । ନେଦରଲ୍ୟାଣ୍ଡସ ଦଳର କୌଣସି

ଆଜିଠୁ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 28, ଅକ୍ଟୋବର 2022 ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ