Browsing Tag

#metro tv

ଏହି ରାଶିଙ୍କ ଆକାଉଣ୍ଟକୁ ଆଜି ଆସିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ, ମଙ୍ଗଳ ଓ ଯମ ଗ୍ରହର ସଂଯୋଗକୁ ଶୁଭ ଓ ଫଳପ୍ରଦ ବୋଲି ବିବେଚନା କରାଯାଏ। ମଙ୍ଗଳ ଗ୍ରହ କାର୍ଯ୍ୟ ଓ ଶକ୍ତିକୁ ପ୍ରତିନିଧିତ୍ୱ କରେ । ଯମ ନ୍ୟାୟ ଏବଂ ମର୍ଯ୍ୟାଦାର ପ୍ରତୀକ। ଯେତେବେଳେ ଏହି ଦୁଇଟି ଗ୍ରହ ଏକ ଶୁଭ ମିଶ୍ରଣ ଗଠନ କରନ୍ତି, ସେତେବେଳେ ବିଶ୍ୱାସ କରାଯାଏ ଯେ ଜଣେ…

ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଭେନେଜୁଏଲାର ରାଜଧାନୀ କାରାକାସରେ ସିରିଜ ବିସ୍ଫୋରଣ ହୋଇଛି । ଅନେକ ସ୍ଥାନରେ ଧୂଆଁ ଏବଂ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଛି । ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏହା ଆମେରିକାର ବିମାନ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏସମ୍ପର୍କରେ କିନ୍ତୁ ଆମେରିକା ପକ୍ଷରୁ…

ବିଜେପି କୁ ଦେଖି ଆରଏସଏସ ବିଷୟରେ ନିଷ୍କର୍ସ ବାହାର କରିବାକୁ ଚେଷ୍ଟା କରିବା ଏକ ବଡ଼ ଭୁଲ ହେବ – ମୋହନ ଭାଗବତ

ମଧ୍ୟପ୍ରଦେଶର ଭୋପାଳରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ୟୁନିଫର୍ମ ଏବଂ ଶାରୀରିକ ବ୍ୟାୟାମ ସତ୍ତ୍ୱେ, ସଂଘ ଏକ ଅର୍ଦ୍ଧସାମରିକ ସଂଗଠନ ନୁହେଁ । ଭାରତୀୟ ଜନତା ପାର୍ଟି (ବିଜେପି)କୁ ଦେଖି ଆରଏସଏସ ବିଷୟରେ ନିଷ୍କର୍ସ ବାହାର କରିବାକୁ ଚେଷ୍ଟା କରିବା…

ଆଜି ଠାରୁ ଆରମ୍ଭ ପୁରୁଷ ହକି ଇଣ୍ଡିଆ ଲିଗ

ସଂପ୍ରତି ରାଞ୍ଚିରେ ମହିଳା ହକି  ଇଣ୍ଡିଆ ଲିଗ୍‌ ଚାଲିଥିଲା ବେଳେ ପୁରୁଷଙ୍କ ଲିଗ୍‌ ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍‌ର ପ୍ରଥମ ୧୦ ମ୍ୟାଚ୍‌ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ ପରେ ୧୧ରୁ ୧୬ ତାରିଖ…

ଆସନ୍ତୁ ଜାଣିବା Flight Mode ର କିଛି ଖାସ୍ ଲାଭ ବିଷୟରେ

ଅଧିକାଂଶ ଲୋକ Flight Mode କୁ କେବଳ ଫ୍ଲାଇଟରେ ଯାତ୍ରା କରିବା ସମୟରେ ବ୍ୟବହାର କରନ୍ତି, କିନ୍ତୁ ବାସ୍ତବରେ, ଏହି ଫିଚର୍ସ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ । ସ୍ମାର୍ଟଫୋନରେ ଥିବା ଏହି ଛୋଟ ଅପ୍ସନଟି ବ୍ୟାଟେରୀ ଲାଇଫ୍, ଫୋକସ୍ ଏବଂ ପ୍ରାଇଭେସୀକୁ ମଧ୍ୟ ଉନ୍ନତ…

ରୁପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଦ୍ରୁତଗାମୀ ‘ଆମ ବସ୍’ଜଣେ ମୃତ ଅନ୍ୟଜଣେ ଗୁରୁତର

ଭୁବନେଶ୍ୱରର ବ୍ୟସ୍ତବହୁଳ ରୁପାଲି ଛକରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ‘ଆମ ବସ୍’ ଏକ ଅଟୋକୁ ପଛରୁ ଜୋରରେ ଧକ୍କା ଦେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍‌ ମାଡ଼ରେ ଅଟୋଟି…

ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ – ବରିଷ୍ଠ ରାଜନେତା ମହମ୍ମଦ ମୋକିମ

ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ସେ କହିଛନ୍ତି ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ ସୁଯୋଗ ଆବଶ୍ୟକତା ରହିଛି, ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ…

ଚିଲିକାର ହେବ ସୌନ୍ଦର୍ଯ୍ୟକରଣ, ୧୫ଶହରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି

ନୂଆରୂପ ପାଇବ ଚିଲିକା । ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ । ସମ୍ପୂର୍ଣ୍ଣ ଅବରୋଧ ମୁକ୍ତ କରାଯିବ ଚିଲିକା । ଚିଲିକାର ହେବ ସୌନ୍ଦର୍ଯ୍ୟକରଣ । ଚିଲିକା ପାଇଁ ୧୫୦୦ରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଚିଲିକା…

ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ

ଆଜି ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ । ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ଆଜି ଦିନ ୧୧ଟାରେ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ସମାରୋହ…

ଆଜି ପୌଷପୁର୍ଣ୍ଣିମା, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି

ଆଜି ପୌଷପୁର୍ଣ୍ଣିମା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଦେବାଭିଷେକ ନୀତି । ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଚତୂର୍ଦ୍ଧାମୂର୍ତ୍ତି। ଗୋଟିଏ ଦିନରେ ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ…