Browsing Tag

#metro tv

ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ଅଧିକ ସୁରକ୍ଷିତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ସନ୍ଦେଶଖାଲିକୁ ନେଇ ଗୁଜବ ପ୍ରଚାର କରୁଛି। ଲୋକସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କୋଲକାତାରେ ଆୟୋଜିତ ଏକ ମହିଳା ଅଧିକାର ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ମହିଳାଙ୍କ…

୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା….

ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ଏହି ରିହାତି ଜାରି ରହିବ କି ନାହିଁ ସେନେଇ ଆଜି ଦିଲ୍ଲୀ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ବାଙ୍ଗାଲୋରରେ ଗଭୀର ଜଳ ସଙ୍କଟ: ସ୍କୁଲ, କୋଚିଂ ସେଣ୍ଟର ବନ୍ଦ

ଏକଦା ଗାର୍ଡେନ୍ ସିଟି ନାମରେ ପରିଚିତ ବାଙ୍ଗାଲୋର ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ହିଁ ସହରରେ ଗଭୀର ଜଳ ସଙ୍କଟ ଦେଖାଦେଇଛି। ଏହା କେବଳ ବାଙ୍ଗାଲୋର ନୁହେଁ ସମଗ୍ର ଦେଶ ପାଇଁ ଚିନ୍ତାର ବିଷୟ। ଏଠାକାର କେତେକ ଅଞ୍ଚଳରେ ପରିସ୍ଥିତି ଏତେ ଖରାପ…

ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ

ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ । ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ତାଙ୍କ ଘରେ ଚାଲିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ବିଜେପି ନେତାଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ରହିଥିବା ସୂଚନା ମିଳିଛି । କୌଣସି ବି ମୁହୁର୍ତରେ ବଡ ଘୋଷଣା ହୋଇପାରେ ।ସୂଚନା…

ଆଜି BSKY ନବୀନ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଦିନ ୧୧ଟାରେ ବିଏସକେୱାଇର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟକ୍ରମେ ଏହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ…

୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ପ୍ରୟାସକାନ୍ତି

ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି‌ଙ୍କୁ ରାତି ତମାମ ମାରାଥନ ଜେରା କରିଛି ଇଡି।ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ ଗତକାଲି ପୁଅ ପ୍ରୟାସକାନ୍ତି…

ଓଡ଼ିଶାର ୨୧ଟି ଆସନରୁ ବିଜେଡି ୧୧ଟି ଓ ବିଜେପି ୧୦ଟିରେ ବିଜୟୀ ହୋଇପାରେ- ଇଣ୍ଡିଆ ଟିଭି-ସିଏନଏକ୍ସର ଓପିନିୟନ ପୋଲ

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ବିଜେପିକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ…

ଏଲନ ମସ୍କଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ଜେଫ୍ ବେଜୋସ୍

ବିଶ୍ୱର ସବୁଠୁ ଧନୀ ତାଲିକାରେ ଶୀର୍ଷ ସ୍ଥାନ ହରାଇଛନ୍ତିି ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ବୁମବର୍ଗ କୋଟିପତି ତାଲିକାରେ ଏନେଇ ରିପୋର୍ଟ ପ୍ରକାଶ କରାଯାଇଛି । ଜେଫ୍ ବେଜୋସଙ୍କ ସମ୍ପତି ୨୦୦ ବିଲିୟନ ଡଲାର ଥିବା ବେଳେ…

ମାର୍ଚ୍ଚ ୧୪-୧୫ରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ଉଷ୍ମ ହେଉଥିବା ବେଳେ ଖୁବଶୀଘ୍ର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୧୪ କିମ୍ବା ୧୫ରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । କ୍ରମାଗତ ଭାବରେ ନିର୍ବାଚନ ଆୟୋଗ ଲୋକସଭା…

ଯୋଗୀ କ୍ୟାବିନେଟର ସଂପ୍ରସାରଣ

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ଓମ୍ ପ୍ରକାଶ ରାଜଭର, ସାବିବାବାଦର ସୁନୀଲ ଶର୍ମା, ଦାରା ସିଂ ଚୌହାନ…