Browsing Tag

#metro tv

ମେଣ୍ଟ ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଣ୍ଟ ଖବରକୁ ଭାଜପା ସଭାପତି ମନମୋହନ ସାମଲ ଖାରଜ କରିସାରିଥିବା ବେଳେ ଏହାକୁ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ ବଡ ବୟାନ…

୧୭ଟି ପ୍ରସ୍ତାବକୁ ମଞ୍ଜୁରୀ- ରାଜ୍ୟ କ୍ୟାବିନେଟ୍‌ ବୈଠକ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଶନିବାର ସନ୍ଧ୍ୟାରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି…

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା…

ଗୃହଲକ୍ଷ୍ମୀ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ ବେକାରୀ ଭତା- କଂଗ୍ରେସ ନିର୍ବାଚନୀ ଇସ୍ତାହାର

ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ କଂଗ୍ରେସ ତିଆରି କରୁଛି ନିର୍ବାଚନୀ ଇସ୍ତାହାର । ଏହି ଇସ୍ତାହାରରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଇସ୍ତାହାରର ଛାପ ଦେଖିବାକୁ ମିଳିଛି । କୁହାଯାଉଛି, ୧୫ ତାରିଖରେ ଇସ୍ତାହାର ଘୋଷଣା ହେବ । ଆଉଏଥିରେ ଗୃହଲକ୍ଷ୍ମୀ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ…

ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ

ଆଜି ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଦଳ ୪୭୩ ରନର ବିଶାଳ ସ୍କୋର କରିପାରିଛି । ଦଳ ପକ୍ଷରୁ ୨ଟି ବ୍ୟାଟ୍ସମ୍ୟାନ ଶତକ ଓ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି । ଫଳରେ ଦଳ ଏବେ ୨୫୫ ରନରେ…

ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିଣ୍ଡନ ବାୟୁସେନା ଷ୍ଟେସନରେ ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ କରିଛନ୍ତି। ସେ ୨୨୧ ସ୍କ୍ୱାଡ୍ରନ୍ ଓ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ପ୍ରଦାନ କରିଥିଲେ। ଏହା ସଶସ୍ତ୍ର ବାହିନୀକୁ ଦିଆଯାଉଥିବା ସର୍ବୋଚ୍ଚ ସାମରିକ…

ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ

ବିଜୁ ଜନତା ଦଳ(ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ଜେନା ଏହି ସୂଚନା…

ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ କଂଗ୍ରେସର ନୂଆ ରଣନୀତି: କରାଇବ ପ୍ରତିକାତ୍ମକ ଅନ୍ନପ୍ରାସନ୍ନ

ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ ଦୁଇ ଦଳକୁ ଘେରିବାକୁ କଂଗ୍ରେସ ନୂଆ ରଣନୀତି ଆପଣାଉଛି । ବିଜେଡି ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରି କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି…

ମୋଦିଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ହିନ୍ଦୁ ସେନା ଦାବି କରିଛି। ହିନ୍ଦୁ ସେନାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୋବେଲ ଫାଉଣ୍ଡେସନକୁ ଏକ ଚିଠି ପଠାଇଛନ୍ତି। ଏହି ଚିଠିକୁ ସରକାରୀ ଇମେଲ ଆଇଡି ଏବଂ ଫାଉଣ୍ଡେସନର ଠିକଣାକୁ ପଠାଯାଇଛି। ସଂଗଠନ…

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧି

ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍ ଏଜେନ୍ସି ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍‌ ଆଉଟସୋର୍ସିଂ ଏମ୍ପ୍ଲୋଇଜ୍ ଲୋକପାଳ ଗଠନ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବଢ଼ାଇଲେ ରାଜ୍ୟ ସରକାର । ଆଉଟସୋର୍ସିଂ କର୍ମଚାରୀଙ୍କ…