Browsing Tag

#metro tv

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ଏବଂ ବାକିପଡ଼ିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ପୂଜାପୁଜିରେ ଅଧିକ ସମୟ ଅତିବାହିତ କରିବେ ଓ ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତି ଦୂରସ୍ଥାନକୁ ଯାତ୍ରା କରିବେ ଓ ଅଚାନକ ଅର୍ଥପ୍ରାପ୍ତି ହେବ । ବୃଷ : ସନ୍ତାନମାନଙ୍କର…

ଆଇପିଏଲ-୨୦୨୪ – ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ କମାଇବାକୁ ଏଥର ନୂଆ ନିୟମ

ଶୁକ୍ରବାରରୁ ଆରମ୍ଭ ହେଉଛି ଆଇପିଏଲର ୧୭ ତମ ସଂସ୍କରଣ । ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର୍ କିଙ୍ଗ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଆଇପିଏଲରେ ବୋଲରଙ୍କ ପ୍ରଭାବ କମୁଥିବାରୁ ଚଳିତ ଆଇପିଏଲରେ ବୋଲରଙ୍କୁ ସୁହାଇବା ପାଇଁ ନୂଆ ନିୟମ ହେବ । ବୋଲରମାନେ ଗୋଟିଏ ଓଭରରେ…

ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ

ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ । ଏନେଇ ଏକ୍ସରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି କହିଛି କି ୩୧ ମାର୍ଚ୍ଚ ୨୦୨୪ ରବିବାର ହେବା ସତ୍ତ୍ବେ ସମସ୍ତ ବ୍ୟାଙ୍କ ଖୋଲା ରହିବ । ଚଳିତ ଆର୍ଥିକ ବର୍ଷ…

ଇଡିର ସମନ ବିରୋଧରେ ହାଇକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ମଦ ଦୁନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏବଂ ଇଡି ମଧ୍ୟରେ ଛକାପଞ୍ଜା ହାଇକୋର୍ଟରେ ପହଂଚିଛି । ଇଡିର ସମନକୁ ବେଆଇନ ଦର୍ଶାଇ କେଜରିୱାଲ ବୁଧବାର ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ମାମଲାର ଶୁଣାଣି କରି କୋର୍ଟ ଇଡିକୁ ଦୁଇ ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ…

ମୋଦୀଙ୍କ ଉପରେ ବିଶ୍ୱାସଘାତକତାର ଅଭିଯୋଗ ଲଗାଇଲେ ମଲ୍ଲିକାର୍ଜୁନ ଖଡଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲଦାଖର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ସମ୍ବିଧାନ ଧାରା ଷଷ୍ଠ ସୂଚୀ ଅନୁସାରେ ଲଦାଖର ବାସିନ୍ଦାମାନେ ସୁରକ୍ଷା…

ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ

ସେଣ୍ଟର ଫର ମିଡିଆ ଷ୍ଟଡିଜ ଅନୁସାରେ, ଚଳିତ ନିର୍ବାଚନରେ ୧.୨୦ ଲକ୍ଷ କୋଟି ଖର୍ଚ୍ଚ ହୋଇପାରେ। ଯଦି ଏପରି ହେଉଛି ତେବେ ଏହି ନିର୍ବାଚନ ଦୁନିଆର ସବୁଠାରୁ ଦାମୀ ନିର୍ବାଚନ ଭାବେ ପରିଚିତ ହେବ। ସୂଚନାଥାଉ କି, ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନୀ ଖର୍ଚ୍ଚ ପ୍ରତିଥର ଦୁଇଗୁଣ ଅଧିକ ବୃଦ୍ଧି ପାଉଛି।…

ଘୁଞ୍ଚିଲା ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଘୁଞ୍ଚିଛି । ଆସନ୍ତା ୨୨ ତାରିଖରେ ବୈଠକ ହେବ ବୋଲି ସୂଚନା ମିଳିଛି । ୨୨ ତାରିଖରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶାର ପ୍ରାର୍ଥୀଙ୍କ ନାଁ ଆସିପାରେ । ମଙ୍ଗଳବାର ଓଡ଼ିଶାର ଭାଜପା ଟିକେଟ ନେଇ…

ଆଜିର ରାଶିଫଳ

ମେଷ: ଉଚ୍ଚ ସମ୍ଭବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ । ପରକଥାରେ ପଡି ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ। ବୃଷ : ବ୍ୟବସାୟରେ ଲାଭ ମିଳିବ ନାହିଁ ବରଂ କାହାରି ସହିତ କଳହ ହୋଇପାରେ । …

ଶରଦ ପାୱାର ଗୋଷ୍ଠୀର ନିର୍ବାଚନ ଚିହ୍ନ ଏବଂ ଦଳୀୟ ନାମ କ’ଣ ରହିବ?

ସୁପ୍ରିମକୋର୍ଟ ମଙ୍ଗଳବାର ଶରଦ ପାୱାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ କୋର୍ଟ ଅନୁମତି…

ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ନିର୍ବାଚନ ଲଢିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ ଏହି ବଡ ବୟାନ ଦେଇଛନ୍ତି। ନିର୍ବାଚନ ୨୦୨୪ ଲଢିବେ କି ନାହିଁ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗତ କିଛି ଦିନ ପୂର୍ବରୁ ଅଭିନେତା ଅରିନ୍ଦମ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହାପରେ…