ଦିଲ୍ଲୀରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ!
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ ରାତିରେ ଗିରଫ କରିଛି । ତେବେ ତାଙ୍କ ଗିରଫଦାରୀ ପୂର୍ବରୁ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ କହିଥିଲେ ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଏ ତେବେ ସେ ଜେଲ୍ରୁ ହିଁ ସରକାର ଚଳାଇବେ । ଗିରଫ ହେବା ପରେ…