Browsing Tag

#metro tv

ଘରେ ପଶି ମାରିବୁ, ପାକିସ୍ତାନକୁ ସିଧା ବାର୍ତ୍ତା ଦେଲେ ରାଜନାଥ

ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର ସାକ୍ଷାତକାରରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପ୍ରତ୍ୟକ୍ଷ ତଥା ଦୃଢ ବାର୍ତ୍ତା ଦେଇଛନ୍ତି। ପଡୋଶୀ ଦେଶ ଦ୍ୱାରା ବିସ୍ତାର କରାଯାଉଥିବା ଆତଙ୍କବାଦ ଭଳି ଏକ ପ୍ରଶ୍ନର ଉତ୍ତରରେ ରାଜନାଥ ସିଂ…

ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଶ୍ରମିକ

ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବାରୁ ଅଂଶୁଘାତକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସମ୍ପୂର୍ଣ୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନେ ଏପ୍ରିଲରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ। ଏନେଇ ଶ୍ରମ ଓ…

ଆଜିର ରାଶିଫଳ

ମେଷ: ସହଯୋଗୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ସମସ୍ୟା ଦୂର ହୋଇଯିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ ଓ ପଢାପଢିରେ ମାନସିକ ଶାନ୍ତି ମିଳିବ । ରାଜନୀତି କ୍ଷେତ୍ରରେ ସମସ୍ୟା ଦୂରହେବା ଫଳରେ ଆଶ୍ୱସ୍ତି ଲାଭ କରିବେ। ବୃଷ: ଶତ୍ରୁମାନେ ଦୂରେଇ ଯିବା ଫଳରେ…

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ସ୍କୁଲରେ ମିଳିବ ପାଣି ପିଇବା ପାଇଁ ବ୍ରେକ୍

ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦,…

ଟିକେଟ ଫେରାଇ କଂଗ୍ରେସ ଛାଡିପାରନ୍ତି ସନ୍ତୋଷ ସିଂ ସାଲୁଜା ,କଣ୍ଟାବାଞ୍ଝି ଆସନରୁ ବିଜେଡି ଟିକେଟରେ ଲଢିବା ନେଇ…

କଂଗ୍ରେସ ଛାଡ଼ିପାରନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗୀର ରାଜନୀତିରେ ହୋଇପାରେ ବଡଧରଣର ଓଲଟପାଲଟ । ଗୋଟିଏ ପଟେ ସାଲୁଜା କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ କଣ୍ଟାବାଞ୍ଝିରୁ ସାଲୁଜାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଟିକେଟ ମିଳିଥିଲେ ମଧ୍ୟ ଏହାକୁ ଫେରାଇବା…

ଟଙ୍କା ନେଇ ଟିକେଟ ଦେଉଥିବା ଅଭିଯୋଗ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା

ଟଙ୍କା ନେଇ କଂଗ୍ରେସ ଦଳ ଟିକେଟ ଦେଉଥିବା ଅଭିଯୋଗ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିସିସି ସଭାପତି କିମ୍ବା ପ୍ରଭାରୀ ଡ଼. ଅଜୟ କୁମାର ଟଙ୍କା ନେଇଥିବା ଯେଉଁ ଅଭିଯୋଗ ଆସୁଛି ତାହା ବୃଥାହୀନ। ଏଥିରେ କୌଣସି ସତ୍ୟତା…

କୋରେଇରୁ ନିର୍ବାଚନ ଲଢିବା ନେଇ ଆଶାୟୀ ଝିଲିକ

ଅଭିନେତା ବନାମ ଅଭିନେତ୍ରୀ ଲଢେଇ ଦେଖିପାରେ କୋରେଇ । ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବନାମ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ବିଗ୍ ଫାଇଟ୍ ଦେଖି ପାରନ୍ତି କୋରେଇ ଜନତା । ବିଜେଡି ସୁପ୍ରିମୋ ଯଦି ଅନୁମତି ଦେବେ, ତେବେ କୋରେଇରୁ ନିର୍ବାଚନ ଲଢିବି ବୋଲି କହିଛନ୍ତି ଝିଲିକ । ଝିଲିକଙ୍କ…

ରକ୍ଷା କ୍ଷେତ୍ରରେ ଆଉପାଦେ ଆଗେଇଲା ଦେଶ, ବାଲେଷ୍ଟିକ ମିସାଇଲର ପରୀକ୍ଷଣ ହେଲା ସଫଳ

ଭାରତୀୟ ସେନାର ଷ୍ଟାଟେଜିକ ଫୋର୍ସେସ କମାଣ୍ଡ ତରଫରୁ ଡିଆଡିଏ ସହିତ ମିଳିତ ଭାବେ ନୂଆ ପୀଢିର ବାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛନ୍ତି । ଏହି ପରୀକ୍ଷଣ ଓଙ୍ଗିଶାର ଡ,ଏପିଜି ଅବ୍ଦୁଲ କଲାମ ଦ୍ୱୀପରୁ ହୋଇଛି । ଏହି ମିସାଇଲ ପରମାଣୁ ଅସ୍ତ୍ର ପରିବହନ କରିବାର କ୍ଷମତା ରଖିଛି ।…

ଆଜିର ରାଶିଫଳ

ମେଷ: ଶତ୍ରୁମାନେ ପରାଜିତ ହୋଇ ଆକସ୍ମିକ ଧନଲାଭ ହେବା ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ମାଲିମକଦ୍ଦମାରେ ସଫଳତା ପାଇବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବୃଷ: ଆର୍ଥିକ ଉନ୍ନତି ଫଳରେ ଚିନ୍ତା…

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭା : ବ୍ରଜରାଜନଗର-ଅଳକା ମହାନ୍ତି ଝାରସୁଗୁଡା – ଦିପାଳି ଦାସ ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ ତଳସରା –ବିଜୟ ଟପ୍ପୋ ସୁନ୍ଦରଗଡ-ଯୋଗେଶ ସିଂ ବଣାଇ – ଭୀମସେନ ଚୌଧୁରୀ ବାରିପଦା –…