Browsing Tag

#metro tv

ସୋମନାଥ ‘ସ୍ବାଭିମାନ ପର୍ବ ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗୁଜରାଟରେ ପହଞ୍ଚିଛନ୍ତି । ୩ ଦିନିଆ ଗୁଜରାଟ ଗସ୍ତରେ ମୋଦୀ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମେ ମୋଦୀ ଗିର ସୋମନାଥରେ ପହଞ୍ଚିଛନ୍ତି । ସେଠାରେ ବହୁ ସଂଖ୍ୟକ ଲୋକ ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି । ସୋମନାଥ…

ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ, ୧୦ ଡିଗ୍ରୀ ତଳେ ରହିଛି ୨୮ ସହରର ତାପମାତ୍ରା

ରାଜ୍ୟରେ ହାଡ଼ ଭାଙ୍ଗୁଛି ଶୀତ। ଅସମ୍ଭାଳ ଶୀତରେ ଥରୁଛି ଓଡ଼ିଶା। ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ଜନଜୀବନ। ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ। ୧୦ ଡିଗ୍ରୀ ତଳେ ରହିଛି ୨୮ ସହରର ତାପମାତ୍ରା। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀରେ ପହଞ୍ଚିଛି । ୪.୧ ଡିଗ୍ରୀ ସହ ରାଉରକେଲା…

ଛାତ୍ର ଛାତ୍ରୀ ସ୍କୁଲ ନ ଆସିଲେ ଘରକୁ ଯାଇ କାରଣ ଖୋଜିବେ ଶିକ୍ଷକ

ଘରକୁ ଯିବେ ସାର | ଛାତ୍ରୀ ଛାତ୍ର ସ୍କୁଲ ନ ଆସିଲେ ଘରକୁ ଯାଇ କାରଣ ଖୋଜିବେ ଶିକ୍ଷକ | ବିଦ୍ୟାଳୟରେ କୌଣସି ପିଲା ସାତରୁ ଅଧିକ ଦିନ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ | ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର|…

ଆଲୁମିନିୟମ୍ ଫଏଲ୍ କିମ୍ବା ପାତ୍ର ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ

ଆଲୁମିନିୟମ୍‌ ଫଏଲ୍‌ରେ ଖାଦ୍ୟ ଗୁଡ଼ାଉଛନ୍ତି କି? ଅଧିକାଂଶ ଘରେ ବଳକା ରୋଟି ଗୁଡ଼ାଇବା, ପନିପରିବା ଘୋଡ଼ାଇ ରଖିବା କିମ୍ବା ମଧ୍ୟାହ୍ନ ଭୋଜନ ବାକ୍ସ ପ୍ୟାକ୍ କରିବା ପାଇଁ ଆଲୁମିନିୟମ୍ ଫଏଲ୍ ବ୍ୟବହାର କରିବା ସାଧାରଣ କଥା। ବିଶ୍ବାସ ଯେ ଏଥିରେ ଖାଧ୍ୟ ଗୁଡ଼ାଇ ରଖିଲେ ଗରମ ସହିତ ଖାଦ୍ୟ ନଷ୍ଟ ହୁଏ…

ଥଣ୍ଡା ଅସ୍ତବ୍ୟସ୍ତ ଜନଜୀବନ, ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ । ଥଣ୍ଡା ଅସ୍ତବ୍ୟସ୍ତ ଜନଜୀବନ । ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ । ସକାଳ ୫ଟା ୩୦ ରେ ରେକର୍ଡ ହୋଇଛି ତାପମାତ୍ରା । ତେବେ ଗତ ୪ ଦିନରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଶିମିଳିପାଳରେ ଆଜି ବି ମାଇନସ୍ ତାପମାତ୍ରା ରେକର୍ଡ଼ ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ପୁରୁଣା ସାଙ୍ଗମାନଙ୍କ ସହ ବନ୍ଧୁମିଳନ ହେବାର ଶୁଭ ଯୋଗ ରହିଛି। ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ ଏବଂ ମନ ପ୍ରସନ୍ନ ରହିବ। ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ଆପଣ ଆଗକୁ ବଢ଼ିବାର ସୁଯୋଗ ପାଇବେ। ନିଜର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଁ ଆପଣଙ୍କୁ ଏକ ବଡ଼ ସୁଯୋଗ…

ରାଜ୍ୟ କ୍ୟାବିନେଟ୍‌ରେ ଉଚ୍ଚସ୍ତରୀୟ ବୈଠକ, ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ର ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ରେ ଶୁକ୍ରବାର ଦିନ ବଡ଼ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋ‌କସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏହି ଆଧାରରେ ରାଜ୍ୟର ତିନିଟି ପ୍ରମୁଖ ସହରରେ…

ବଡ଼ ପରଦାରେ ରିଲିଜ୍ ହେଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ “ଦ ରାଜା ସାବ”

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ "ଦ ରାଜା ସାବ" ଆଜି ଅର୍ଥାତ୍ ୯ ଜାନୁଆରୀରେ ବଡ଼ ପରଦାରେ ରିଲିଜ୍ ହୋଇଛି । ଫିଲ୍ମ ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମ ପରଦାକୁ ଆସିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାକୁ ଥିଏଟରରେ ଭିଡ଼ ଜମିଥିଲା । ଯାହାକୁ…

ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ,୯.୧୯ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନିବେଶକ ମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଥିବାରୁ ‌ଚଳିତ ସପ୍ତାହରେ ସେନ୍‌ସେକ୍ସ ଲଗାତାର ଭାବେ ତଳକୁ ଖସୁଛି। ଗତ ୪ ଦିନରେ ସେନ୍‌ସେକ୍ସରେ ୧୫୮୧ ପଏଣ୍ଟ୍‌ର ହ୍ରାସ ଘଟିଛି। ଫଳରେ ନିବେଶକମାନେ ୯.୧୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ସେନ୍‌ସେକ୍ସ ୭୮୦ ପଏଣ୍ଟ୍‌ ହ୍ରାସ ପାଇ…

ଜାନୁୟାରୀ ୨୮ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ ,ଫେବୃଆରୀ ୧ ରେ ଆସିବ ବଜେଟ

ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୮ରୁ ଆରମ୍ଭ ହୋଇପାରେ ଓ କେନ୍ଦ୍ରୀୟ ବଜେଟ୍ ୧ ଫେବୃଆରୀ ରବିବାର ଉପସ୍ଥାପନ ହୋଇପାରେ। ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଦ୍ୱାରା ନିର୍ଦ୍ଧାରିତ ସମ୍ଭାବିତ କାର୍ଯ୍ୟକ୍ରମର ସୂଚନା ଦେଇ ଅଧିକାରୀମାନେ ଶୁକ୍ରବାର ଏହା କହିଛନ୍ତି। ଅଧିକାରୀ କହିଛନ୍ତି ଯେ…