Browsing Tag

#metro tv

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ

ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଶୁଭିଲା ‘ବନ୍ଦେ ମାତରମ୍‌’ ସାମୁହିକ ଗାନ। ରାଜ୍ୟର ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍‌’ ସାମୁହିକ ଗାନ କଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ। ‘ବନ୍ଦେ ମାତରମ୍‌’ର ୧୫୦ ତମ…

ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ

ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ ରହିଛି। ତିନିଚକିଆ ଇଲେକ୍ଟ୍ରିକ ଯାନ ଭାଗ ୩୫ ପ୍ରତିଶତ ରହିଛି। ଗତବର୍ଷ ୮୦ ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ ବିକ୍ରି ହୋଇଛି। ଚାରିଚକିଆ ଇଭି ବିକ୍ରି ୧,୭୫,୦୦୦ ୟୁନିଟ୍‌ ରହିଛି। ଇଭି ବିକ୍ରିରେ ୪ ଲକ୍ଷ ଗାଡ଼ି ସହ…

ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ

ନୂଆ ବର୍ଷରେ ବିଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଛକା ମାରି ମ୍ୟାଚ୍ ଜିତାଇଲେ କେଏଲ୍ ରାହୁଲ। ରବିବାର ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଥିବା ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ ହୋଇଛି। ୪୯ ଓଭରର ଶେଷ ବଲ୍‌ରେ କେଏଲ୍ ରାହୁଲ ଛକ୍କା ମାରି…

ଆଜି ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍

ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ । ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ । ମୋକିମଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ…

ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ

ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା। ରବିବାର ବି ଶୀତ କମ୍ ରହିଛି କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ସୋଆ ଜଳବାୟୁ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଯାତ୍ରା ଦୀର୍ଘକାଳୀନ ଫଳାଫଳ ପ୍ରଦାନ କରିବ । ଆପଣ ଆପଣଙ୍କ କାମରେ ବାଧାବିଘ୍ନକୁ ଦୂର କରିବେ । ସୁବିଧା ଏବଂ ସମନ୍ୱୟ ଆପଣଙ୍କ କାମରେ ପ୍ରଗତି ଆଣିବ । ଏହା ଆପଣଙ୍କୁ ଆର୍ଥିକ ଲାଭଦାୟକ କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାରେ ସାହାଯ୍ୟ କରିବ । ଯାତ୍ରା ଶୁଭ ହେବ । ଆପଣଙ୍କ କାମ ଉପରେ କଡ଼ା…

ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଅଗ୍ନିକାଣ୍ଡ

ଭୁବନେଶ୍ୱରରେ ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ (EV) ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍‌ରେ ଅଗ୍ନିକାଣ୍ଡ ଘଟଣା ଯାତ୍ରୀଙ୍କ…

ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କଲେ ଜିମେଲ

ଗୁଗଲ ଜିମେଲ ପାଇଁ ଏକ ବଡ଼ ଏଆଇ ଅପଡେଟ୍ ଆଣିଛି । ଯାହାଦ୍ବାରା ଏବେ ଇମେଲ କେବଳ ପଢିବାରେ ସୀମିତ ରହିବ ନାହିଁ । କମ୍ପାନୀ ନୂଆ ଏଆଇ ବକ୍ସ ଫିଚର ଲଞ୍ଚ କରିଛି । ଯାହା ଇମେଲକୁ ବୁଝି ନିଜେ ନିଜେ କାମ ଲିଷ୍ଟ କରିବ ଆଉ ଜବାବରେ ଡ୍ରାଫ୍ଟ ତିଆରି କରିବ । ଏହାର ଲକ୍ଷ୍ୟ ହେଉଛି ଜିମେଲକୁ ଏକ ଟାସ୍କ…

ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ର ତାଲିକାରେ କାନ୍ତାରା , ତନ୍ବି ଦି ଗ୍ରେଟ୍‌

ଚଳିତ ବର୍ଷର ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ୨୦୧ଟି ଫିଚର ଫିଲ୍ମ ମଧ୍ୟରେ କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା: ଏ ଲିଜେଣ୍ଡ- ଚାପ୍ଟର ୧’ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ତନ୍ବି ଦି ଗ୍ରେଟ୍‌’ ରହିଛି। ଦି ଏକାଡେମୀ ଅଫ୍‌ ମୋଶନ…

ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା

ଦେଶରେ ଡିଜିଟାଲ୍‌ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବଢ଼ୁଥିବା ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାମୂଳକ ପଦକ୍ଷେପ ପାଇଁ ସେ ଆହ୍ବାନ ଦେଇଛନ୍ତି।…