Browsing Tag

#metro tv

ଭାରତୀୟ ଉପହାଦେଶ ଦୁଇଭାଗରେ ବିଭକ୍ତ ହୋଇଯିବାର ଆଶଙ୍କା

ଲକ୍ଷ ଲକ୍ଷ ବର୍ଷ ଧରି ସ୍ଥିର ଥିବା ଏକ ବିଶାଳ ଭୂମି ଖଣ୍ଡ ହଠାତ୍ ଭିତର ପାଖରୁ ଭାଙ୍ଗିବାକୁ ଆରମ୍ଭ କଲେ ଏହାର ଫଳାଫଳ କ’ଣ ହେବ ତାହା ଚିନ୍ତା କରିବାର ସମୟ ଆସିଛି।। ଏହା କୌଣସି ବିଜ୍ଞାନ କାଳ୍ପନିକ କାହାଣୀ ନୁହେଁ, ବରଂ ଭାରତର ଭୌଗୋଳିକ ଭବିଷ୍ୟତ ବିଷୟରେ ଏକ ଗମ୍ଭୀର ଚେତାବନୀ। ଆଟଲାଣ୍ଟିସ୍…

ପୁଲିସ ନିକଟରେ ୫ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳଯରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ପ୍ରଭାତ କୁମାରଙ୍କ ସମ୍ମୁଖରେ ବନ୍ଧୁକ ଓ ବୋମା ସହ ଏହି ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।…

ଦକ୍ଷିଣ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ,3 ମୃତ

ଶୁକ୍ରବାର ସକାଳେ ଦକ୍ଷିଣ ଫ୍ଲୋରିଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଛନ୍ତି। ସେମାନେ କହିଛନ୍ତି ଯେ ବିମାନଟି ସକାଳ ପ୍ରାୟ ୧୦:୧୫ ସମୟରେ ଏକ ପ୍ରମୁଖ…

ଆଇପିଏଲ ୨୦୨୫ର ୨୬ତମ ମ୍ୟାଚ:ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ

ଲକ୍ଷ୍ନୌଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୨୬ତମ ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଛି ଲକ୍ଷ୍ନୌ । ଲକ୍ଷ୍ନୌ ଆଗରେ ୧୮୧ ରନର ଲକ୍ଷ୍ୟ ଥିବାବେଳେ ଦଳ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ୧୮୬ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୧ରନ କରିଥିବାବେଳେ ଆଉଡେନ…

ଆସନ୍ତାକାଲି ଭୁବନେଶ୍ୱରର ଜନ୍ମଦିନ

ଆସନ୍ତାକାଲି (ଏପ୍ରିଲ ୧୩)ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ବିଏମସି ପକ୍ଷରୁ ପ୍ରତି ୱାର୍ଡକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ୭୭ତମ ରାଜଧାନୀ…

ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା

ରାଜଧାନୀରେ ବଦଳିଲା ପାଗ, ଆକାଶରେ ଦେଖାଦେଲା କଳାହାଣ୍ଡିଆ ମେଘ। ଆକାଶରେ କଳାହାଣ୍ଡିଆ ମେଘ ସହ ଚାରିଆଡ଼େ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ନିର୍ଧୁମ ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ…

ବିଧାୟକ, ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ – ଜେ.ପି ନଡ୍ଡା

ବିଧାୟକ, ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି ଗର୍ବ କରନ୍ତୁ ନାହିଁ। ଗ୍ରୁପିଜିମ୍ ଓ ଚାଟୁକାରିତା ଛାଡ଼ି ନିଜର ବ୍ୟକ୍ତିତ୍ବର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ। ଡାକ୍ତରଖାନାକୁ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ।…

ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ହାତେଇଲେ ଅଭିନେତା ଗୌରବ ଖାନ୍ନା

ସେଲିବ୍ରିଟି ମାଷ୍ଟରସେଫ୍‌ର ପ୍ରଥମ ସିଜିନ୍ ଏକ ରୋମାଞ୍ଚକର ଗ୍ରାଣ୍ଡ ଫାଇନାଲ ସହିତ ଶେଷ ହୋଇଛି । ସୋ’ର ବିଜେତା ମଧ୍ୟ ଘୋଷଣା କରାଯାଇଛି। ଅଭିନେତା ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ଜିତିଛନ୍ତି। ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରସେଫ୍ ଟ୍ରଫି ସହିତ ମୋଟା ଅଙ୍କା ରାଶି…

ଆଜି ୟୁପିଆଇ ପେମେଣ୍ଟ୍‌ ଠପ

ଆଜିକାଲି ଲୋକେ ୟୁପିଆଇ ପେମେଣ୍ଟ୍‌ ଉପରେ ଅଧିକ ନିର୍ଭର ହୋଇ ପଡ଼ିଥିବା ବେଳେ ଶନିବାର ଭାରତରେ ଅନେକ ଉପଭୋକ୍ତା ଡିଜିଟାଲ୍ ପେମେଣ୍ଟ କରିବାକୁ ଚେଷ୍ଟା କଲା ବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ବ୍ୟାଘାତର ସମ୍ମୁଖୀନ ହୋଇଥିବା…

ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି -ପ୍ରସନ୍ନ ପାଟ୍ଟଶାଣୀ

ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର । ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ଖାଲି ଏତିକି ନୁହେଁ ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ…