Browsing Tag

#metro tv

ପୋଲିସ ଗୁଳିରେ ମାଓ କମାଣ୍ଡର ମନୀଷ ଯାଦବ ମୃତ

ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । ମୃତ ମନୀଷ ଉପରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସେମାନଙ୍କ ନିକଟରୁ ଦୁଇଟି ଏକ୍ସ ୯୫ ରାଇଫଲ ଜବତ…

ୟୁକ୍ରେନ ବିରୋଧରେ ରୁଷିଆ ବଡ଼ ଏୟାରଷ୍ଟ୍ରାଇକ

ୟୁକ୍ରେନ ବିରୋଧରେ ରୁଷିଆ ସବୁଠୁ ବଡ଼ ଏୟାରଷ୍ଟ୍ରାଇକ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ୩୬୭ଟି ଡ୍ରୋନ୍‌ ଓ ମିଶାଇଲ ମାଡ଼ କରିଥିଲା ରୁଷିଆ। ୟୁକ୍ରେନର ଝିଟୋର୍ମି ସହର ଉପରକୁ ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼…

ଆଜି ପବିତ୍ର ସାବିତ୍ରୀ

ଆଜି ପବିତ୍ର ସାବିତ୍ରୀ । ଉପବାସ ରଖି ସ୍ବାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା ନାରୀ । ମନ୍ଦିରରେ ପୂଜାର୍ଚ୍ଚନା ସହ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥାନ୍ତି ସଧବା ନାରୀ । ଯାହାକୁ ନେଇ ଚଳଚଞ୍ଚଳ ରହିଛି ସାରା ରାଜ୍ୟ । ବିଭିନ୍ନ ଜିଲ୍ଲାରେ ଦେବାଦେବୀଙ୍କ ପୀଠରେ ସଧବା ମହିଳାଙ୍କର ପ୍ରବଳ…

୫ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଲର୍ଟ କଲା IMD

୧୬ ବର୍ଷ ପରେ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ପ୍ରବେଶ କରିଛି ମୌସୁମୀ । ମୌସୁମୀ ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ଏଭଳି ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ଯେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ…

ଶେଷନିଶ୍ୱାସ ତ୍ୟାଗ କଲେ ଅଭିନେତା ମୁକୁଲ ଦେବ

ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସ ତାଙ୍କର ଦେହାନ୍ତ ହୋଇଥିବା ନେଇ ଫ୍ୟାନ୍ସ ଦୁଃଖରେ ଅଛନ୍ତି। ଅଭିନେତାଙ୍କର କଣ ହୋଇଥିଲା ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର…

ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଆସନ୍ତା ଜୁନ୍‌ ୧୧ ତାରିଖରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦଭାବନା ଗୃହରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଏସପି, ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଘୋଷଣା ହୋଇଛି ଦଳ । ରେଡ୍ ବଲ୍ ଦଳର କମାଣ୍ଡ ସମ୍ଭାଳିବେ ଶୁଭମନ ଗିଲ୍ । ଅର୍ଥାତ୍ ଦଳର କ୍ୟାପଟେନ୍ ଗିଲ୍ । ସେହିଭଳି ଋଷଭ ପନ୍ତ ଉପ-ଅଧିନାୟକ । କାରଣ ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଏବଂ ବିରାଟ…

ପୁନଃବାସ ହେବେ ୧୯ ମଠ

ପୁନଃବାସ ହେବେ ୧୯ ମଠ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ସମସ୍ତ ୧୯ ଟି ମଠ ଏହି ପ୍ରକ୍ରିୟାକରଣ ରେ ସାମିଲ ରହିବେ । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତ…

ଏନ୍‌କାଉଣ୍ଟର୍‌ରେ ୨ ହାର୍ଡକୋର୍‌ ମାଓବାଦୀ ନିହତ

ଝାଡ଼ଖଣ୍ଡରେ ୨ ହାର୍ଡକୋର୍‌ ମାଓବାଦୀଙ୍କୁ ଏନ୍‌କାଉଣ୍ଟର୍‌ କରି ନିହତ କରିଛନ୍ତି। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ମାଓବାଦୀଙ୍କ ନାଁରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ଆହତ ଅବସ୍ଥାରେ ଆଉ ଜଣେ ମାଓବାଦୀ…

+2 ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ

+2 ନାମଲେଖା ପାଇଁ ଆଜିଠୁ ଆବେଦନ । ଆଜିଠୁ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ । ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜି ଦିନ ୨ଟାରୁ ଆରମ୍ଭ ହେବ ପ୍ରକ୍ରିୟା । ୩୦ ତାରିଖ ଦିନ ୧୧ ଟା ୪୫ ସୁଦ୍ଧା ଆବେଦନ ଶେଷ ହେବ । ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ବାହାରିବ ।…