ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ଏକ ପ୍ରାକୃତିକ କବଚ ଭଳି କାମ କରେ – ପିଜୁଳି
ଶୀତ ଋତୁର ଆଗମନ ସହିତ ବଜାରରେ ଅନେକ ପ୍ରକାରର ସବୁଜ ପନିପରିବା ଓ ଫଳମୂଳର ପସରା ଦେଖିବାକୁ ମିଳେ । ତେବେ ଏସବୁ ମଧ୍ୟରେ ଯଦି କୌଣସି ଗୋଟିଏ ଫଳ ସବୁଠାରୁ ଲୋକପ୍ରିୟ, ଶସ୍ତା ଏବଂ ଗୁଣକାରୀ ଥାଏ, ତେବେ ତାହା ହେଉଛି ପିଜୁଳି । ଶୀତୁଆ ସକାଳ କିମ୍ବା ଖରାବେଳେ ଲୁଣ ଓ ଲଙ୍କା ଗୁଣ୍ଡ ମିଶା ପିଜୁଳି…