Browsing Tag

#metro tv

ଆସନ୍ତା କାଲିଠାରୁ ଭୀଷଣ ଗରମ ଓ ଗୁଳୁଗୁଳି ହେବ

ରାଜ୍ୟରେ ଏବେ ପାଗ ଆଂଶିକ ମେଘୁଆ ରହୁଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ପୁରୀ, ନବରଙ୍ଗପୁର, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା…

ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ

କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା ଆର୍‌ବିଆଇର ଗଭର୍ଣ୍ଣର…

ଆଜିର ରାଶିଫଳ

ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ…

ଏଟିଏମରୁ ବାହାରିବ ଛୋଟ ନୋଟ

ଏଟିଏମ୍‌ରୁ ଟଙ୍କା ଉଠାଉଥିବା ଲୋକମାନେ ଅଧିକାଂଶ ସମୟରେ ଛୋଟ ନୋଟ୍ ପାଉ ନ ଥିବାରୁ ନିରାଶ ହେଉଛନ୍ତି। କୌଣସି ଜରୁରୀ କାମରେ ଟଙ୍କା ଉଠାଇବା ବେଳେ କେବଳ ୫୦୦ ଟଙ୍କିଆ ବାହାରୁଛି। ସେହି ନୋଟ୍‌କୁ ନେଇ କିଛି କିଣିବା ବେଳେ ବ୍ୟବସାୟୀମାନେ ଛୋଟ ନୋଟ୍‌ ମାଗୁଛନ୍ତି। ଲୋକମାନେ ସାମ୍ନା…

ପରଦାକୁ ଆସିବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ମଧୁ ବାରିଷ୍ଟର

୨୦୧୩ରେ ମୁକ୍ତିପ୍ରାପ୍ତ ‘ଟାଇଗର୍’ ସିନେମାରୁ ଓଲିଉଡ୍‌ରେ ପ୍ରବେଶ କରିଥିବା ଜଣାଶୁଣା ପ୍ରଯୋଜକ ରମେଶ ବାରିକ ବିଗତ ୧୨ ବର୍ଷ ଧରି ସିନେପ୍ରଯୋଜନାରେ ସକ୍ରିୟ ଅଛନ୍ତି। ତାଙ୍କ ପ୍ରଯୋଜିତ ‘ଆଜିର ରେବତୀ’ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ବେଳେ ଏବେ ‘ଗଣ୍ଡ ଭୈରବ’ ଓ ‘ସ୍ପଟ୍‌ବୟ’…

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ

ସମଗ୍ର ପୃଥିବୀରେ ତମାଖୁ ସେବନ ତଥା ଧୂମପାନ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଛିଡ଼ା ହୋଇଛି , ଯାହାକୁ ସଂପୂର୍ଣ୍ଣ ଭାବରେ ପ୍ରତିରୋଧ ତଥା ପ୍ରତିହତ କରିବା କେବଳ ନିଜ ଉପରେ ହିଁ ନିର୍ଭର କରିଥାଏ । ଏହି କାରଣରୁ ବିଶ୍ୱର ଅଧିକାଂଶ ବ୍ୟକ୍ତିଙ୍କ ଜୀବନ ଅକାଳରେ ଚାଲିଯାଏ । ବିଶ୍ୱ ସ୍ୱାସ୍ଥ୍ୟ…

୫୦୦ ବର୍ଷ ପରେ ଏକ ବିଶେଷ ମହାସଂଯୋଗ ହେବାକୁ ଯାଉଛି, ଏହି ରାଶି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ସମୟ ଅନୁସାରେ ଓଲଟା ଓ ସିଧା ଚଳନ କରିଥାନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ପ୍ରାୟ ୫୦୦ ବର୍ଷ ପରେ ଏକ ବିଶେଷ ମହାସଂଯୋଗ…

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା

ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୨୪ ଘଣ୍ଟିଆ ବସ୍ ସେବା । ୧୦୦୦ ବସ୍ ନିୟୋଜିତ ହେବେ । ହେଲେ ବଢ଼ିବ ନାହିଁ ବସ୍ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି । ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ । ବସରେ ଫାଷ୍ଟଏଡ୍…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ। ପିମଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ବୈଭବ। ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରି ରାତାରାତି ଷ୍ଟାର ବନିଯାଇଛନ୍ତି ବୈଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ…

ଆଜି କ୍ବାଲିଫୟାର -୨ , ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)-୨୦୨୫ର ଏଲିମିନେଟର ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମଧ୍ୟରେ ମୁଲାନପୁରରେ ଖେଳାଯିବ। ବିଜୟୀ ଦଳ କ୍ବାଲିଫାୟର-୨ ଖେଳିବାକୁ ଯୋଗ୍ୟତା ହାସଲ କରିବାବେଳେ ପରାଜିତ ଦଳ ବିଦାୟ ନେବ। ଦୁଇ ପୂର୍ବତନ ବିଜେତା ଦଳଙ୍କ ପାଇଁ ଉକ୍ତ ମ୍ୟାଚ…