ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବକୁଳ ବନରୁ ଗଲା ବଉଲ କାଠ
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ବାହୁଟ ଲାଗି ଶ୍ରୀକ୍ଷେତ୍ର ଯାଇଛି ବଉଳକାଠ । ସତ୍ୟବାଦୀର ବକୁଳବନ ସ୍ଥିତ ସତ୍ୟବାଦୀ ବାଳିକା ଉଚ୍ଚବିଦ୍ୟାଳୟର ପରିସରରେ ଥିବା ବଉଳ ଗଛକୁ କଟାଯାଇ ଶଗଡ଼ରେ ମେଲାଣି ଦିଆଯାଇଛି । ଭୋଇ ସେବାୟତ ହିଁ କୁରାଢି ସାହାଯ୍ୟରେ ବୃକ୍ଷ ଚ୍ଛେଦନ କରିଛନ୍ତି…