Browsing Tag

#metro tv

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଏହି କାମ ଚଳିତ ମାସରେ କରାଯିବା ପାଇଁ ଚେଷ୍ଟା କରାଯାଉଛି।…

ଓଟିଟିରେ ରିଲିଜ୍ ହୋଇଛି ‘କୁଲି’, ଫିଲ୍ମର ହିନ୍ଦୀ ସଂସ୍କରଣ ପାଇଁ ସମୟ ଲାଗିବ

ସାଉଥ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'କୁଲି' ଏବେ ସିନେମା ହଲ୍ ପରେ ଓଟିଟିରେ ରିଲିଜ୍ ହୋଇଛି। ଏହି ଫିଲ୍ମଟି ବକ୍ସ ଅଫିସରେ ହ୍ରିତିକ୍ ରୋଶନଙ୍କ 'ୱାର୍ ୨' ସହିତ ମଧ୍ୟ ଟକ୍କର ଦେଇଥିଲା। ନାଗାର୍ଜୁନ, ଶ୍ରୁତି ହାସନ, ଆମିର ଖାନ, ସୌବିନ ଶାହିର, ସତ୍ୟରାଜ,…

ହ୍ରାସ ପାଇଲା ସୁନା ଦର

ପାର୍ବଣ ପୂର୍ବରୁ ହୁ ହୁ ହୋଇ ବଢୁଛି ସୁନା ଦର। । ପ୍ରଥମ ଥର ପାଇଁ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧ଲକ୍ଷ ଟଙ୍କା ଟପି ୧ଲକ୍ଷ ୧ହଜାର ୧୦୦ଟଙ୍କାରେ ପହଞ୍ଚି ଯାଇଛି । ଏହି ଦାମ ଆହୁରି ବଢ଼ିପାରେ ବୋଲି ମଧ୍ୟ ଆକଲନ କରାଯାଉଛି। କିଛିଦିନ ହେବ କ୍ରମାଗତ ଭାବେ ଦେଶରେ ସୁନାଦର ବୃଦ୍ଧି…

ନିଜ ସ୍ବର ନରମ କରିଛନ୍ତି ଟ୍ରମ୍ପ, ପ୍ରତିବନ୍ଧକ ଦୂର କରିବା ଲାଗି ଭାରତ ଓ ଆମେରିକା ଆଲୋଚନା ଜାରି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍‌ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଛନ୍ତି…

ନିୟୁ ସିଟିକୁ କ୍ୟାବିନେଟ ମୋହର

ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍‌ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକ ପରେ…

ଆଜିଠାରୁ ବାଣୀବିହାରରେ ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ

ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…

ଏସିଆ କପ୍: ୟୁଏଇ ବିପକ୍ଷରେ ୯ ୱିକେଟ୍‌ର ଜବରଦସ୍ତ ବିଜୟ ହାସଲ କଲା ଭାରତ

ୟୁଏଇ ବିପକ୍ଷରେ ୯ ୱିକେଟ୍‌ର ଜବରଦସ୍ତ ବିଜୟରୁ ଭାରତ ଏଠାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି। ଭାରତକୁ ଏହି ବଡ଼ ବିଜୟ ବୋଲର ଦେଇଛନ୍ତି। କୁଲଦୀପ ୟାଦବଙ୍କ ନେତୃତ୍ବରେ ବୋଲିଂ ବାହିନୀ ୟୁଏଇକୁ ମାତ୍ର ୫୭ ରନ୍‌ରେ ଅଟକାଇବା ପରେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲଙ୍କ ଧମାକାଦାର ବ୍ୟାଟିଂ ପାଇଁ…

ଆଜିର ରାଶିଫଳ

ମେଷ: ପ୍ରୋଜେକ୍ଟରେ ଜୀବନସାଥୀର ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ପରିଶ୍ରମ ଆପଣଙ୍କ ଜୀବନରେ ସଫଳତାର ଆନନ୍ଦ ଭରି ଦେବ। ପାରିବାରିକ ଜୀବନ ସୁଖମୟ ରହିବ। ବୃଷ: କାହାରି ସହିତ ତର୍କବିତର୍କ କରନ୍ତୁ ନାର୍ହି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟ…

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ , ଅହମ୍ମଦାବାରେ ଫାଇନାଲ

ପୁରୁଷ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ ହେବ। ଏହି ବିଶ୍ବକପ୍‌ରେ ୨୦ଟି ଦଳ ଖେଳିବେ। ଏହି ବିଶ୍ବକପ୍‌ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବାର ସମ୍ଭାବନା ରହିଛି। ଭାରତର ୫ଟି ଓ ଶ୍ରୀଲଙ୍କାର ୨ଟି ଷ୍ଟାଡିୟମ୍‌ରେ ଏହି ବିଶ୍ବକପ୍‌ର ସମସ୍ତ…

ଆଇଫୋନ୍ ୧୭ ଏୟାର ଉନ୍ମୋଚିତ

ଆପଲ୍‌ର ସିଇଓ ଟିମ୍‌ କୁକ୍‌ କମ୍ପାନିର ସବୁଠୁ ପତଳା ଆଇଫୋନ୍ ୧୭ ଏୟାର ଉନ୍ମୋଚନ କରିଛନ୍ତି। ଏହାର ମୋଟେଇ ୫.୫ ଏମ୍‌ଏମ୍ ଥିବା ବେଳେ ଓଜନ ହେଉଛି ୧୪୫ ଗ୍ରାମ। ଏଥିରେ ୨୮୦୦ ଏମ୍‌ଏଏଚ୍‌ ବ୍ୟାଟେରି ବ୍ୟବହାର କରାଯାଇଛି। ଏଥି ସହିତ କମ୍ପାନି ପକ୍ଷରୁ ଆଇଫୋନ୍ ୧୭ ପ୍ରୋ ଓ ଆଇଫୋନ୍ ୧୭…