ଟ୍ରମ୍ପ ବଢାଇଲେ H-1B ଭିଜା ଶୁଳ୍ଳ
ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି।
ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା…