ଆସନ୍ତାକାଲି ଶ୍ରାବଣ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ
ଆସନ୍ତାକାଲି ଶ୍ରାବଣ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାଣି ଭାର ନେଇ ପୁରୀର ପ୍ରାଚୀନ ଶୈବପୀଠକୁ ଛୁଟି ଆସୁଛନ୍ତି ବୋଲବମ୍ ଭକ୍ତ । ଚଳିତ ବର୍ଷ ୪ ପାଳି ପାଣି ଲାଗି କରିବାର ସୁଯୋଗ ପାଇବେ ଭକ୍ତ । ଏନେଇ ଶ୍ରୀଲୋକନାଥ ମନ୍ଦିର ପରିଚାଳନା କମିଟି…