Browsing Tag

#metro tv

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତା ଫେବ୍ରୁଆରୀ ୧୫ରୁ ୨୫ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା । ୧୫ରୁ ୨୫ଭିତରେ ଯେକୌଣସି ତାରିଖରେ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡା । ଡିସେମ୍ବର ୧୫ତାରିଖ ସୁଦ୍ଧା ପିଲମାନଙ୍କୁ ମିଳିବ ଆଡମିଟ୍‍ କାର୍ଡ ।…

ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ,ମିଣ୍ଡାନାଓ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ରେକର୍ଡ

ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର (ଅକ୍ଟୋବର ୧୭, ୨୦୨୫) ମିଣ୍ଡାନାଓ ଅଞ୍ଚଳରେ ୬.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି, ଯାହା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଦ୍ୱାରା ନିଶ୍ଚିତ କରାଯାଇଛି। ଗୋଟିଏ ସପ୍ତାହ ପୂର୍ବରୁ, ଫିଲିପାଇନ୍ସର…

ମୁଖ୍ୟମନ୍ତ୍ରୀ ପୁରୁଣା, ଟିମ୍ ନୂଆ , ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ପୁରୁଣା। ଟିମ୍ ନୂଆ। ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ। ରିବାବା ଜାଦେଜାଙ୍କ ସମେତ ୧୯ଜଣ ନୂଆ ମନ୍ତ୍ରୀ ନେଲେ ଶପଥ। ଗୁଜରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ ହୋଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…

ଭାରତର ପ୍ରଥମ ସ୍ବଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି

ଭାରତକୁ ମିଳିଲା ଆଉ ଏକ ସଫଳତା। ଶତ୍ରୁ  ପାଇଁ କାଳ ତିଆରି କଲା ଭାରତ। ସ୍ବଦେଶୀ ଜିନିଷ ବ୍ୟବହାର ଉପରେ ଭାରତ ସରକାର ଗୁରୁତ୍ବାରୋପ କରୁଥିବା ବେଳେ ଏବେ ଭାରତକୁ ଏହାର ପ୍ରଥମ ସ୍ୱଦେଶୀ ଲଢ଼ୁଆ ବିମାନ ମିଳିଛି। ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ, ତେଜସ୍ Mk1A ଆଜି ସଫଳତାର ସହ ଉଡ଼ାଣ କରିଛି।…

ଆସନ୍ତା ସୋମବାର କୁ ଦୀପାବଳୀ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଆସନ୍ତା ସୋମବାର (୨୦୨୫ ଅକ୍ଟୋବର ୨୦) ତାରିଖରେ ଓଡ଼ିଶାରେ ଦୀପାବଳି ଛୁଟି ହେବ। ଦୀପାବଳି ଛୁଟି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୀପାବଳି ପାଳନ ନେଇ ପୂର୍ବରୁ ମୁକ୍ତି ମଣ୍ଡପରେ ଘୋଷଣା ହୋଇଛି। ଶ୍ରୀମନ୍ଦିରରେ ଆସନ୍ତା ୨୦ ତାରିଖ ଦିନ ଦୀପାବଳି ଓ ପୟାଶ୍ରାଦ୍ଧ ଆୟୋଜନ ହେବ ବୋଲି…

ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ଓ ରାଜ୍ୟ ରୢାଙ୍କିଂ ୨୦୨୫ ରିପୋର୍ଟ – ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ସ୍ଥାନ…

ଓଡ଼ିଶା ଏକ ଖଣିଜ ସମ୍ପଦ ବହୁଳ ରାଜ୍ୟ। ଲୁହାପଥର, କୋଇଲା, ବକ୍ସାଇଟ୍‌, ‌କ୍ରୋମାଇଟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ରାଜ୍ୟ ମାଟିତଳେ ରହିଛି। କିନ୍ତୁ ଖଣି ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଯେତିକି ତତ୍ପର ରହିବା କଥା ତାହା ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାରଙ୍କ ଖଣି…

ପତଳା ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁବେଳେ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ

ଯେତେବେଳେ ବି ପୋଷାକ କଥା ଉଠେ ତାହାର ରଙ୍ଗ ଏବଂ ଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରାୟତଃ ଦେଖାଯାଏ ଏପରି କିଛି ରଙ୍ଗ ଅଛି ସେହି ରଙ୍ଗରର ପୋଷାକ ପିନ୍ଧିବା ଦ୍ବାରା ସେ ମହିଳା ହୁଅନ୍ତୁ ଅବା ପୁରୁଷ  ଫିଟ ଏବଂ ସ୍ମାର୍ଟ ଦେଖାଯାଇଥାଆନ୍ତି। ପୋଷାକ ରଙ୍ଗ କେବଳ ଆପଣଙ୍କୁ…

ମହିଳା କ୍ରିକେଟ୍ ବିଶ୍ବକପ୍‌ – ସେମିଫାଇନାଲରେ ଅଷ୍ଟ୍ରେଲିଆ

ଅଧିନାୟିକା ଆଲିସା ହିଲି (୧୧୩*)ଙ୍କ ଧମାକାଦାର ଶତକ ବଳରେ ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍‌ର ଗୁରୁବାର ଖେଳାଯାଇଥିବା ସପ୍ତଦଶ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ଏକତରଫା ଭାବେ ବାଂଲାଦେଶକୁ ପରାସ୍ତ କରିଛି। ତା’ ସହିତ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ମୋଟ ୯…

ଏହି କାରଣରୁ ଆଜି ମୁକ୍ତିଲାଭ କରିପାରିବନି ଓଡ଼ିଆ ସିନେମା ‘ଲଢ଼େଇ’,

ମୁକ୍ତିଲାଭ ସମୟ ନିର୍ଦ୍ଧାରିତ ହୋଇସାରିଥିଲା। ପ୍ରଚାରପ୍ରସାର ଜୋରଦାର ଚାଲିଥିଲା ଏବଂ ସମସ୍ତ ହଲ ବୁକିଂ ସରିଥିଲା। ହେଲେ ମୁକ୍ତିଲାଭର ଦିନକ ପୂର୍ବରୁ ବାଜିଲା ସେନ୍‌ସର୍‌ ଛାଟ। ନୂଆ ଅଭିନେତାମାନଙ୍କୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ସିନେମା ‘ଲଢ଼େଇ’ ଆସନ୍ତାକାଲି (୧୭ ଅକ୍ଟୋବର) ମୁକ୍ତିଲାଭ…

ଓଡ଼ିଶାରୁ ବିଦାୟ ନେଇଛି ମୌସୁମୀ

ରାଜ୍ୟ ତଥା ଦେଶରୁ ଆଜି ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏ ବର୍ଷ ପାଖାପାଖି ୧୭ ଦିନ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥିଲା। ୨୬ ମେ’ରେ ଓଡ଼ିଶା ଛୁଇଁଥିବା ମୌସୁମୀ ୧୧୭ ଦିନର ରହଣି ପରେ ଆଜି ଓଡ଼ିଶାରୁ ବିଦାୟ ନେଇଛି। ଏହି ୧୧୭ ଦିନ ମଧ୍ୟରେ ରାଜ୍ୟରେ ୧୧୫୦.୯ ମିମି ବର୍ଷା…