ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଲେ ରାମଗୋପାଳ କୋଠାରୀ
୯୦ ଡିଗ୍ରି ଉତ୍ତରରେ ବରଫାୟିତ ଆର୍ଟିକ୍ ମହାସାଗର ଉପରେ ୪୨ କିଲୋମିଟର ଯାତ୍ରା କରି ଇତିହାସ ରଚିଛନ୍ତି ପଶ୍ଚିମବଙ୍ଗ ବଡ଼ବଜାର-ବାସିନ୍ଦା ରାମଗୋପାଳ କୋଠାରୀ। ସେ ଭୌଗୋଳିକ ଉତ୍ତର ମେରୁରେ ନିଜର ପ୍ରଥମ ପୂର୍ଣ୍ଣ ମାରାଥନରେ ଭାଗ ନେଇ ମାରାଥନ୍ ଶେଷ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି।…