Browsing Tag

#metro tv

ବଙ୍ଗୋପସାଗରରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ବଙ୍ଗୋପସାଗରରେ ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ସୋମବାର କିମ୍ବା ମଙ୍ଗଳବାର ସୁଦ୍ଧା ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳ ବଙ୍ଗୋପସାଗରରେ ୩ ଦିନ ଧରି ରହିବ। ସେପ୍ଟେମ୍ବର ୪ରେ ଦୁର୍ବଳ ହୋଇ ୫ ଓ ୬ ତାରିଖରେ ଓଡ଼ିଶା ଉପକୂଳ ନିକଟତର…

ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହି ସମୟରେ କେଉଁ କାର୍ଯ୍ୟ କରିବେ

ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ମଧ୍ୟ ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ…

ପିଏମ୍ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ଝିଅ ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହେଲେ…

ପିଏମ୍ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଓଡିଆ ଝିଅ।  ଜାତୀୟ କାନୋଇଂ ଖେଳାଳି ରଶ୍ମିତା ସାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ପିଏମ୍ ମୋଦୀ। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ଖେଳରେ…

ମୋଦିଙ୍କୁ ନିଜ ମନ ପସନ୍ଦର କାର ଭେଟିଦେଲେ ଜିନପିଙ୍ଗ

ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ ‘ଲାଲ ପତାକା’ ବା ରେଡ ଫ୍ଲାଗ ମଧ୍ୟ କୁହାଯାଏ। ଏହା…

ଫେଡ଼େରରଙ୍କ ରେକର୍ଡ଼ ଭାଙ୍ଗିଲେ ଜୋକୋଭିକ

ପିଠି ଯନ୍ତ୍ରଣା ସତ୍ତ୍ବେ ୨୪ ଥର ଗ୍ରାଣ୍ଡ ସ୍ଲାମ୍ ବିଜୟୀ ସର୍ବିୟାର ମହାନ ତାରକା ନୋଭାକ ଜୋକୋଭିକ ଚଳିତ ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ଏହି ସଫଳତା ଲାଭ କରିବାରେ ୩୮ବର୍ଷୀୟ ଜୋକୋଭିକ ୧୯୯୧ ମସିହାରେ ଆମେରିକୀୟ କିଂବଦନ୍ତି ଜିମ୍ମି…

୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁରକୁ ଏନଏସି ଭାବେ ଘୋଷଣା କରିଛନ୍ତି…

ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର…

ଟିଭି ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ‌ଲୋକପ୍ରିୟ ଧାରାବାହିକ 'ପବିତ୍ର ରିସ୍ତା'ରେ ବର୍ଷା ଭୂମିକାରେ ଅଭିନୟ କରିଥିବା ପ୍ରିୟା ମରାଠେଙ୍କର ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କୁ ମାତ୍ର ୩୮ବର୍ଷ ବୟସ ହୋଇଥିଲା। ଏଭଳି ପ୍ରିୟାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ପ୍ରିୟା…

ଓସିପିଏଲ୍‌କୁ ଓପିଜିସିରେ ମିଶ୍ରଣ ଯୋଜନା

ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ବୋର୍ଡ ଓସିପିଏଲ୍‌ (ଓଡିଶା କୋଲ୍ ଏଣ୍ଡ୍‌ ପାୱାର ଲିମିଟେଡ୍)କୁ ନିଜ ସହିତ ମିଶ୍ରଣ କରିବା ପ୍ରସ୍ତାବକୁ ଗ୍ରହଣ କରିଛି। ଓସିପିଏଲ୍‌ରେ ଓପିଜିସିର ୫୧% ଅଂଶଧନ ଥିବାବେଳେ ରାଜ୍ୟ ସରକାରଙ୍କ ୪୯% ଅଂଶଧନ ରହିଛି। ଫଳରେ ଓପିଜିସି ବୋର୍ଡ ନିଜର…

ଆଜିଠୁ ବଢ଼ିବ ବର୍ଷାର ପରିମାଣ

ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଆଜି ସାରା ରାଜ୍ୟ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ ଓ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ରସୁଣ ଓ ତେନ୍ତୁଳିରେ ତିଆରି  ରସମ

ଆଜିକାଲି ସମୟରେ ପ୍ରତିଦିନ ନୂଆ ରୋଗ ବାହାରୁଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଲୋକେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ସୁଖାଦ୍ୟ ଖାଇବା ହେଉଛି ଅନ୍ୟତମ ଉପାୟ, ଯାହା ଫଳରେ ନିଜକୁ ନିରୋଗ ରଖିହେବ। ଏହି ସମୟରେ ଆପଣ ରସୁଣ ଓ…