କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ କୁ ନେଇ ଉତ୍ତେଜନା
କୁନି ଛୁଆଟିକୁ ଧରି ବାହୁନି ବାହୁନି କାନ୍ଦୁଛି ମା’। କାଲି ଯିଏ କୋଳରେ ବସି ଖେଳୁଥିଲା ଆଜି ସେ ପୂରା ଚୁପଚାପ୍। ମା’ ଯେତେ ଡାକିଲେ ବି ସେ ଶୁଣୁନାହିଁ। ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ ଆଶିଷ। ରବିବାର ଦିନ ସ୍ୱାସ୍ଥ୍ୟ ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ପରିବାରଲୋକ। ବେଡ୍…