Browsing Tag

#metro tv

ଦୁଇଟି ଲଘୁଚାପ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ରହିଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ରହିବା ପରେ ଏହାର…

ଆଜିର ରାଶିଫଳ

ମେଷ: ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପରିବାର ସମାରୋହରେ ବନ୍ଧୁ ବାନ୍ଧାବଙ୍କ ସହିତ ମିଶିବେ। କୌଣସି ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ବୃଷ: ସମୟର ଅପପ୍ରୟୋଗ କରନ୍ତୁ ନାହିଁ। ସୋଫ୍ଟୟର ଇଂଜିନିୟର କୌଣସି ପ୍ରୋଜେକ୍ଟ…

ବିଜେଡିର ବଡ଼ ଆକ୍ସନ , ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶା କୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା…

୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ, ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫିଲ୍ମ ‘ଜୱାନ’ ପାଇଁ ଶାହରୁଖଙ୍କୁ ଓ '12th ଫେଲ୍‌'ପାଇଁ ବିକ୍ରାନ୍ତ ମେସିଙ୍କୁ ଏହି…

ବିଜେଡି ପକ୍ଷରୁ ବିଧାନସଭା ଘେରାଉ , ବିଜେଡ଼ି ନେତାଙ୍କୁ ପାଣିମାଡ଼

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି ।  ଏଣେ ପୁଲିସ୍ ସହ ବିଜେଡି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି । ଧସ୍ତାଧସ୍ତା ପରେ ଲୋୟର ପିଏମଜିରେ  ପୁଲିସ୍ –…

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା । ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନଙ୍କ ଲଗାତାର ପ୍ରତିବାଦ ପରେ, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି…

ନବରାତ୍ରିର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା ଦୁର୍ଗା

ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜାର ଦଶମ ଦିନ ଏବଂ ନବରାତ୍ରିର ଦ୍ବିତୀୟ ଦିନ । ଆଜି କଟକରେ ମା’ ଗଡ଼ଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାରେ ମା'ଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର…

ଆପଣ ଜାଣିଛନ୍ତି କି ଗୁଆଁରଛୁଇଁ ମଧ୍ୟ ଦେହ ପାଇଁ ଭାରି ଭଲ

ପ୍ରାୟତଃ ଲୋକ ଖାଇବା ସମୟରେ ପାଟି ସୁଆଦ ଖୋଜିଥା’ନ୍ତି । ସ୍ବାସ୍ଥ୍ୟ ପ୍ରତି ଅହିତକର ହେଲେ ଚଳିବ କିନ୍ତୁ ପାଟିକୁ ନ ରୁଚିଲେ ଖାଇବା ଯେମିତି ତଣ୍ଟିରୁ ତଳକୁ ଯିବନି । ଆପଣ ଖାଇବା ସମୟରେ ଅନେକ ଲୋକଙ୍କୁ କହିଥିବାର ଶୁଣିଥିବେ ଯେ ଆମେ ଏ ପରିବା ଖାଉନୁ । ତଟକା ପରିବା ସମସ୍ତଙ୍କୁ ଖାଇବାର…

ନବରାତ୍ର ସାରା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ନବରାତ୍ର ସାରା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପମୁହାଁ ହେଉଛି ଓଡ଼ିଶା। ଏଥିସହ ଅକ୍ଟୋବର ୧ ତାରିଖରେ ବି ଆଉ ଏକ ଲଘୁଚାପର ସମ୍ଭାବନା ଘନଉଛି। ଫଳରେ ଏଥର ପୂଜା ପୂରା ଫିକା ହୋଇଯିବ ବୋଲି…

ଆଜିର ରାଶିଫଳ

ମେଷ: ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣ ନିଜ ପଦର ଗାରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ବୃଷ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ଆସିବ। ଏହି ମଉକା କଦାପି ହରାନ୍ତୁ ନାହିଁ।…