ଓଡ଼ିଶା ପ୍ରୋ ଟି-୨୦ ଲିଗ୍- ପ୍ରଥମ ମ୍ୟାଚ୍ରେ ଭୁବନେଶ୍ବର ଟାଇଗର୍ସ ବିଜୟୀ
ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍)ରେ ବୁଧବାରର ପ୍ରଥମ ମ୍ୟାଚ୍ରେ ଭୁବନେଶ୍ବର ଟାଇଗର୍ସ ବିଜୟୀ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନେତୃତ୍ବାଧୀନ ଏହି ଦଳ ୫ ୱିକେଟ୍ରେ ରାଉରକେଲା ଷ୍ଟିଲର୍ସଙ୍କୁ ହରାଇଛି। ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବିତ…