Browsing Tag

mayrbhanj

ମନ୍ କି ବାତ୍ ରେ ମୟୂରଭଞ୍ଜର ରାମଜିତ୍ ଙ୍କୁ ପ୍ରଶଂସା  କଲେ ମୋଦି

ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର…