ବିବାହ ପୂର୍ବରୁ ଏକାଠି ଦେଖିଲେ ମିଳିବ ଦଣ୍ଡ
ମେଟ୍ରୋ ଟିଭି ବ୍ୟୁରୋ,୩୦/୧୨: ଦୁନିଆରେ ଅଜବ ଅଜବ ପ୍ରଥା ପରମ୍ପରା ରହିଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ । ଏହି ପରି କିଛି ଅଜବ ନୀତି ରହିଛି ପାକିସ୍ତାନ ସରକାରଙ୍କର । ଯାହା ପାଇ ସେ ଚର୍ଚ୍ଚାର ବିଷୟ ପାଲଟିଛି ।ଏପରି ଅଦ୍ଭୁତ ନିୟମ ପାଇଁ ପାକିସ୍ତାନକୁ ସମଗ୍ର ବିଶ୍ୱରେ!-->…