ପ୍ରଥମଥର ପାଇଁ ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ
ମେଟ୍ରୋ ଟିଭି ଓଡିଶା,୧୯/୧: ଗଣତନ୍ତ୍ର ଦିବସ ପରେଡ ସର୍ବଦା ଗୋଟିଏ ବା ଅନ୍ୟ ଅର୍ଥରେ ସ୍ୱତନ୍ତ୍ର । ପ୍ରତିବର୍ଷ ଏକ ନୂତନ ଆର୍କଷଣ ଆସେ ଏହି ପ୍ୟାରେଡ ବା ଏହି ଦିନରେ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ଏହି ଦିନଟିକୁ ଅତି ଆନନ୍ଦ ସହ ପାଳିଥାନ୍ତି । ଦେଶକୁ ସ୍ୱାଧିନ!-->!-->!-->…