ଭୁବନେଶ୍ବରରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା
ଭୁବନେଶ୍ବର : ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଓ-ହବରେ ଷ୍ଟାର୍ଟଅପ୍ ଓଡିଶା ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଷ୍ଟାର୍ଟଅପ୍ ଓଡିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଯୋଗ…