Browsing Tag

mahanadi

ଛତିଶଗଡ଼ରେ ୪ଦିନ ଧରି ନିରୀକ୍ଷଣ କରିବେ ଟ୍ରିବ୍ୟୁନାଲ

ଭୁବନେଶ୍ବର : ମହାନଦୀ ଜଳକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ବିବାଦର ସମାଧାନ କରିବା ପାଇଁ  ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଏବେ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ଠାରୁ ଏହି ଟ୍ରିବ୍ୟୁନାଲର ପ୍ରତିନିଧି ଦଳ ପୁଣି ଥରେ ଛତିଶଗଡ଼ ଗସ୍ତ କରିଛନ୍ତି। ଟିମ୍‌  ଦୁର୍ଗ ଜିଲ୍ଲାର କୁମ୍ଭାରୀ…

ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ

ମହାନଦୀ ଜଳବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ । ଭର୍ଚୁଆଲରେ ମାଧ୍ୟମରେ ଶୁଣାଣି କରାଯାଇଛି । ଟ୍ରିବ୍ୟୁନାଲ ଓଡ଼ିଶା ଏବଂ ଛତିଶଗଡ଼ ଦାଖଲ କରିଥିବା ସାକ୍ଷୀମାନଙ୍କ ସତ୍ୟପାଠକୁ ଲିପିବଦ୍ଧ କରିଛନ୍ତି। ପକ୍ଷମାନେ ରଖିଥିବା ତଥ୍ୟର ବିବରଣୀ ଲିଖିତ ରହିଛି । ଏହା ସହିିତ