୪୦ଲକ୍ଷ ଟଙ୍କାର ଚାକିରୀ ଛାଡି ସଫେଇ କାମ କରୁଛନ୍ତି ମହିଳା
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: କେତେବେଳେ ସମୟ ବଦଳି ଯାଏ କାହାକୁ ବି ଜଣାନାହିଁ । ସମୟର ଚକରେ ସମସ୍ତେ କଣ୍ଢେଇ ପରି ନାଚନ୍ତି । ସେହିଭଳି ଜଣେ ମହିଳା ନିଜର ୪୦ଲକ୍ଷ ଟଙ୍କା ଚାକିରୀକୁ ଛାଡି ସଫେଇ କାମକୁ ଆପଣେଇଛନ୍ତି । ଯାହା ଏବେ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟ!-->…