ଅଷ୍ଟ୍ରେଲିଆ ୬ ୱିକେଟ୍ରେ ହାରିଲା
ଚେନ୍ନାଇ: ଚେନ୍ନାଇରେ ବିଜୟରୁ ଦୃଢ଼ ଆତ୍ମବିଶ୍ବାସ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ଭାରତ। ପ୍ରଥମ ମ୍ୟାଚ୍ରେ ରବିବାର ରୋହିତ ବାହିନୀ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି। ଜୋସ୍ ହାଜେଲଉଡ୍ ପ୍ରଥମେ ରୋହିତଙ୍କୁ ଏବଂ ପରେ ଶ୍ରେୟସ୍କୁ ଚକ୍ମା ଦେବା ପରେ ମାତ୍ର…