ଆଜି କର୍ଣ୍ଣାଟକ ନିର୍ବାଚନ ଫଳ;କିଏ ଗଢ଼ିବ ସରକାର?
ବେଙ୍ଗାଲୁରୁ: ଦକ୍ଷିଣରେ କାହାର ଉଡିବ ବାନା । କର୍ଣ୍ଣାଟକରେ କାହାର ହେବ ସରକାର । ନିଜ ସରକାର ବଜାୟ ରଖିପାରିବ କି ବିଜେପି? ନା କଂଗ୍ରେସ ସରକାର ଗଠନ କରିବ । ଏସବୁ ପ୍ରଶ୍ନର ଉତ୍ତର ଆଜି ମଧ୍ୟାହ୍ନ ସୁଦ୍ଧା ଜଣାପଡିବ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କିଏ ମାରିବ ବାଜି ତାହାର …