ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଲଲନ୍ ସିଂହ, ନୀତିଶ ପୁଣି ହେଲେ ସଭାପତି
ନୂଆଦିଲ୍ଲୀ: ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିହାରରେ ପୁଣି ରାଜନୈତିକ ଓଲଟପାଲଟ ହେବାର ସଂଭାବନା ରହିଛି ବୋଲି ଚର୍ଚା ହେଉଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ…